ହେଡଲାଇନସ୍:

ଟ୍ରେନ୍‌ରୁ ଖସି ଗୋଡ ହରାଇଲେ ବୃଦ୍ଧ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 

ବଲାଙ୍ଗିର/ NIROJ MISHRA  ଟ୍ରେନ୍‌ରୁ ଖସି ଗୋଡ ହରାଇଲେ ବୃଦ୍ଧ l ଏହି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ରେଲୱେ ଷ୍ଟେସନରେ l ପ୍ୟାଲେସ ଲାଇନ ପଡ଼ାର  ଜୁଲକରନାଇଁ ମିୟାଁ ସମ୍ୱଲପୁରରେ ନିଜ ସ୍ତ୍ରୀଙ୍କୁ ଛାଡ଼ି  ଇସ୍ପାତ ଏକ୍ସପ୍ରେସରେ ଫେରୁଥିଲେ l ହେଲେ ବଲାଙ୍ଗିର ରେଲୱେ ଷ୍ଟେସନରେ ଟ୍ରେନ୍ ଅଟକିବା ଆଗରୁ ମିୟାଁ ଓହ୍ଲାଇବାକୁ ଚେଷ୍ଟା କରିଥିଲେ l ଫଳରେ ତାଙ୍କର ଗୋଡ଼ ଖସି ଯାଇଥିଲା l ତାଙ୍କର ଗୋଟିଏ ଗୋଡ଼ କଟି ଯାଇଥିବା ବେଳେ ଅନ୍ୟଟିରେ ଗଭୀର ଆଘାତ ଲାଗିଛି l ସ୍ଥାନୀୟ ଯାତ୍ରୀ ଓ ରେଳବାଇ ପୋଲିସ ତାଙ୍କୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରିଛନ୍ତି l ମିୟାଁଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି .....

0
0
0
s2sdefault