ହେଡଲାଇନସ୍:

ସୁନ୍ଦରଗଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ, ଅଜଣା ଶବ ହୋଇ ପଡିଛନ୍ତି | (Pls share as much as possible it reaches to there relative }

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ : ମାର୍ଚ୍ଚ ୧୬ ତାରିଖରେ ସୁନ୍ଦରଗଡ ହସ୍ପିଟାଲକୁ ଚିକିତ୍ସା ହେବାକୁ ଆସିଥିଲେ ଶିବ ଦାସ (୩୦) | ଡାକ୍ତରଖାନା ରେଜିଷ୍ଟାରରେ ତାଙ୍କ ବାପାଙ୍କ ନାମ ଶଙ୍କର ଦାସ ବୋଲି ଲେଖା ଯାଇଛି | ଚିକିତ୍ସା ସତ୍ତ୍ୱେ ତାଙ୍କ ଦେହାନ୍ତ ୧୯ ତାରିଖରେ ହୋଇଯାଇଥିଲା | ହେଲେ ଏବେ ତାଙ୍କ ମୃତ ଶରୀର ଅଜଣା ଶବ ହୋଇ ପଡି ରହିଛି , ପରିଚୟ ଅପେକ୍ଷାରେ | ମୃତକଙ୍କ ରଙ୍ଗ କଲା ଆଉ ତାଙ୍କ ଦୁଇ ହାତରେ ଟାଟୁ ରହିଛି |

 

 (Pls pls share as much as possible on the humanitarian ground that it reaches to his relatives } 

0
0
0
s2sdefault