ହେଡଲାଇନସ୍:

ଚାନ୍ଦୋଳ ପଞ୍ଚାୟତରେ ମାଗଣା ସ୍ବାସ୍ଥ୍ୟ ସେବା ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 

 

 

 Kendrapada prafulla ku malla : ଡେରାବିଶ ବ୍ଲକ ଚାନ୍ଦୋଳ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଲାୟନସ୍ କ୍ଲବ କଟକ ଏବଂ ଚାନ୍ଦୋଳ ଗ୍ରାମପଞ୍ଚାୟତ ସହଯୋଗରେ ଚାଲିଥିବା ମାଗଣା ସ୍ବାସ୍ଥ୍ୟ ସେବା ଶିବିରରେ ଚାନ୍ଦୋଳ ପଞ୍ଚାୟତ ସରପଞ୍ଚ ଅନୁପମା ଶଢଙ୍ଗି ଓ ଡେରାବିଶ ବ୍ଲକ ଚୟାରମ୍ୟାନ ସରୋଜ କାନ୍ତ ସାହୁ ଶିବିର ରେ ପହଁଚି ରୋଗିମାନଙ୍କୁ ସଚେତନ କରାଇଥିଲେ।  ଏହି ଶିବିରକୁ ସଫଳ ଆୟୋଜନ କରିବାରେ ସହଯୋଗ କରିଥିଲେ କେନ୍ଦ୍ରାପଡା ୟୁଥ୍ ଫେଡେରେସନ୍ ତରଫରୁ ସମାଜସେବୀ ଶୋଭନ କୁମାର ଆଚାର୍ଯ୍ୟ , ଦୁର୍ଗା ପ୍ରସାଦ ବେହେରା , ଶିବାଶିଷ ମହାନ୍ତି।

 
0
0
0
s2sdefault