ହେଡଲାଇନସ୍:

ଅଜଣା ଗାଡ଼ି ଧକ୍କାରେ ,ବୁଦ୍ଧ ଗୁରୁତର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ:ରେଢ଼ାଖୋଲ ଥାନା ପୋଡ଼ାବଲଣ୍ଡା ଗାଁର ରବିନ୍ଦ ସାହୁ(୬୦) ମଙ୍ଗଳବାର ସଂଧ୍ୟାରେ ସାଇକେଲରେ ଫେରୁଥିବା ବେଳ ଏକ ଅଜଣା ଗାଡ଼ି ଧକ୍କା ଗୁରୁତର ଆହତ ହେଇଛନ୍ତି l ଆହତ ଅବସ୍ଥାରେ ସେ କିଛି ସମୟ ରାସ୍ତାକଡ଼ରେ ପଡ଼ି ରହିଥିଲେ l ପରେ ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ରେଢ଼ାଖୋଲ ଏବଂ ପରେ ବୁର୍ଲା ମେଡ଼ିକାଲ ସ୍ଥାନାନ୍ତର କରିଛନ୍ତି l ରେଢ଼ାଖୋଲ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି l

0
0
0
s2sdefault