ଖଇରା: ଗତ ୧୦/୦୫/୨୬ରିଖରେ ହରିପୁର ଛାତ ଘଟଣା ର ମୁଖ୍ୟ ଆସାମୀ ମାନସ ଜେନା ଗତକାଲି ଖଇରା ଥାନା ଅଧିକାରୀ ଜନ ପଟ୍ଟନାୟକ ଓ ତାଙ୍କ ଟିମ ଗିରଫ କରିଛି। କାରଣ କିଛି ଦିନ ତାଳେ ଖଇରା ବ୍ଲକ ହରିପୁର ଗାଁ ରେ ଛାତ ସେଣ୍ଟରିଙ୍ଗ କେନ୍ଦ୍ର କରି ସୁରେନ୍ଦ୍ର ସେଠି ଓ ପାଖ ପଡୋଶୀ ମାନସ ଯେନା ଙ୍କ ମଧ୍ୟରେ ରେ ମାଡ଼ ପିଟ ଥିଲା, ଫଳ ରେ ମାନସ ଜେନା ଙ୍କ ପରିବାର ସୁରେନ୍ଦ୍ର ସେଠି ପରିବାର କୁ ଆକ୍ରାମଣ କରିବାରୁ ସୁରେନ୍ଦ୍ର ସେଠିଙ୍କ ଭଉଣୀ ମୃତ୍ୟୁ ବରଣ କରିଥିଲେ ଏବଂ ତାଙ୍କ ଭlଉଜ ସଂକଟାପର୍ଣ୍ଣ ଭାବ ରେ କଟକ ବଡ ମେଡିକାଲ ରେ ଚିକିତ୍ସିତ ହେଉଚନ୍ତି। ଏହା ର ମୁଖ୍ୟ ଆସାମୀ ଧରା ନପଡି ବାରୁ ହାରିପୁର ରୁ ୧୫କିଲୋ ମିଟର ସାଇକେଲ ରେ ସବ ବହି ଖଇରା ଥାନା ଆଗରେ ଆନ୍ଦୋଳନ କରିଥିଲେ।ତେଣୁ ଏହା କୁ ବାଲେଶ୍ୱର SP ପ୍ରତ୍ୟୁଷ କୁମାରଙ୍କ ନିର୍ଦେଶ କ୍ରମେ ଖୁଵ ଶୀଘ୍ର ଦୋଷୀ ଧରିଵା ପ୍ରତିଶୃତି ଦେବାରୁ ଆନ୍ଦୋଳନ ପ୍ରତ୍ୟା ହୃତ ହୋଇଥିଲା। ତେଣୁ ଖଇରା ଥାନା ଅଧକାରୀ ଯନ ପଟନାୟକ,ଜିଲ୍ଳା ଏସ ପି ପ୍ରତ୍ୟୁଷ କୁମାର, ଏସ ଡି ପିଓ ପ୍ରମୋଦ କୁମାର ମଲ୍ଲିକ ଙ୍କ ଆପ୍ରାଣ ଉଦ୍ୟମ ରେ ତିନୋଟି ଟିମ ଗଠନ କରି ହରିପୁର ର ମୁଖ୍ୟ ଆସାମୀ ମାନସ ଜେନା (28) ଓ କିଛି ଦିନ ତଳେ ଜୁନିଅର ମାଇନିଂ ଅଫିସର ଅଭିଷେକ ବେହେରା ଙ୍କୁ ଖଣି ମାଫିଆଙ୍କ ଆକ୍ରମଣ କରି ଧମକ ଦେବା ଘଟଣାର 6 ଜଣ ଅଭିଯୁକ୍ତଙ୍କୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି.. " ଏଥିରେ 2 ଟି କାର 4 ଟି ବାଇକ ଜବତ ହୋଇଛି ବୋଲି ଜ଼ିଲ୍ଲା ଏସ ପି ପ୍ରତ୍ୟୁଷ ଦିବାକର ର ଆଜି ସାମ୍ବାଦିକ ସମ୍ମିଳନୀ ଡକାଇ ଏ ବିଷୟରେ ସୂଚନା ଦେଇଥିଲେ...!
ରାଜ୍ୟ
ବହୁ ଚର୍ଚ୍ଚିତ ହରି ପୁର ମର୍ଡ଼ର ଆସାମୀ ଓ 6ଜଣ ଖଣି ମାଫିଆ ଗିରଫ. !
- Hits: 96







