ଭୁବନେଶ୍ୱର୦୩.୦୪.୨୦୨୬
ରାଜଧାନୀପ୍ରତିଷ୍ଠାଦିବସପାଳନନିମନ୍ତେଏକପ୍ରସ୍ତୁତିବୈଠକଭୁବନେଶ୍ୱରରଅତିରିକ୍ତଜିଲ୍ଲାପାଳଶ୍ରୀରମେଶଚନ୍ଦ୍ରଜେନାଙ୍କଅଧ୍ୟକ୍ଷତାରେସ୍ଥାନୀୟକ୍ୟାପିଟାଲହାଇସ୍କୁଲଅଡିଟରିୟମ୍ରେଅନୁଷ୍ଠିତହୋଇଯାଇଛି।ଆସନ୍ତା୧୩ଓ୧୪ତାରିଖରେ୭୮ତମରାଜଧାନୀପ୍ରତିଷ୍ଠାଦିବସସମାରୋହଆୟୋଜନନିମନ୍ତେବିଭିନ୍ନକାର୍ଯ୍ୟକ୍ରମନିର୍ଦ୍ଧାରଣନେଇଆଲୋଚନାହୋଇଯାଇଛି।ବୈଠକପ୍ରାରମ୍ଭରେରାଜଧାନୀପ୍ରତିଷ୍ଠାଦିବସପାଳନକମିଟିଅଧ୍ୟକ୍ଷଶ୍ରୀପ୍ରଦୋଷପଟ୍ଟନାୟକଉପସ୍ଥିତସମସ୍ତଙ୍କୁସ୍ୱାଗତକରିବାସହଏହିଆୟୋଜନକୁସଫଳକରିବାପାଇଁସମସ୍ତଙ୍କସହଯୋଗଲୋଡ଼ିଥିଲେ।
ରାଜ୍ୟ
ରାଜଧାନୀପ୍ରତିଷ୍ଠାଦିବସପାଳନପ୍ରସ୍ତୂତିବୈଠକ
- Hits: 13








