ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ୱର ସ୍ଥିତ କଳିଙ୍ଗ ହସ୍ପିଟାଲ ନିକଟ ଆର ସିଏ ମ କଲେଜ ସଭା କକ୍ଷରେ ଓମେନ ପ୍ରୋଟେକସନ୍ ଏଣ୍ଡ ଏମପାୱାରମେଣ୍ଟ ୱାଇଲ୍ଡ ଫାଉଣ୍ଡେସନ ପକ୍ଷରୁ ଇଣ୍ଡିଆନ ଆୱାଡସ ସେରମନି ଉତ୍ସବ ରେ ଭାଷା କଳା ସାହିତ୍ୟ ସଂସ୍କୃତି ଦିଗରେ ବିଶେଷ ଅବଦାନ ପାଇଁ ଗଜପତି ଜିଲ୍ଲାର ଶ୍ରୀମତୀ ମିନା କୁମାରୀ ଟହଲ ଓ ଶ୍ରୀମତୀ ସ୍ବର୍ଣ୍ଣ ପ୍ରଭା ପାଠୀ ଙ୍କୁ ଡକ୍ଟରେଟ ଇନ୍ ଲିଟ୍ରେଚର ସମ୍ମାନ ପ୍ରଦାନ କରାଯାଇଅଛି।
ରାଜ୍ୟ
ଶ୍ରୀମତୀ ମିନା କୁମାରୀ ଟହଲ ଓ ଶ୍ରୀମତୀ ସ୍ବର୍ଣ୍ଣ ପ୍ରଭା ପାଠୀ ଙ୍କୁ ଡକ୍ଟରେଟ ଇନ୍ ଲିଟ୍ରେଚର ସମ୍ମାନ ପ୍ରଦାନ
- Hits: 8








