
ଟାଉନ ଥାନା ଅନ୍ତର୍ଗତ ଚର୍ଚ୍ଚ୍ ରୋଡର ଏକ ହୋଟେଲରେ ହୁକ୍କା ଚାଲୁଥିବା ଖବର ପାଇ ପୋଲିସ ପହଞ୍ଚି କିଛି ହୁକ୍କା ସେବନକାରୀଙ୍କ ସହ ମାଲିକ ବି ଅମୀର କୁମାର ପାତ୍ରଙ୍କୁ ଅଟକାଇ ଯେରା କରିଥିଲେ ଓ ଉକ୍ତ ହୋଟେଲରେ ହୁକ୍କା ସରଞ୍ଜାମ ଯଥା ୪ ଟି ହୁକ୍କା ହାଣ୍ଡି,୧୦ ଟି ପାଇପ୍ ୩ ପେକେଟ୍ଇ ହୁକ୍କା ଗୁଣ୍ଡ ଜବତ୍ କରିଛନ୍ତି । ଏଥି ସହ ହୋଟେଲ ମାଲିକ ଅମୀର କୁମାର ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
ରାଜ୍ୟ
ଟାଉନ ଥାନା ପୋଲିସ ପକ୍ଷରୁ ହୁକ୍କା ଆଡ୍ଡା ଉପରେ ଚଢ଼ାଉ, ମାଲିକ ଗିରଫ ଓ ସରଞ୍ଜାମ ଜବତ।
- Hits: 7








