ହେଡଲାଇନସ୍:

ଗଞ୍ଜେଇ ତେଲ ଚାଲାଣ କାରି ରାକେଟ ଠାବ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ପୋଲିସକୁ ପୁଣି ଅନ୍ତରରାଜ୍ୟ ଗଞ୍ଜେଇ ତେଲ ଚାଲାଣ କାରି ରାକେଟ ଧରିବାରେ ସଫଳ ହେଇଛନ୍ତି l ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥନା ଅନ୍ତର୍ଗତ ବଡ଼ପଦର ଗ୍ରାମ୍ୟଜଙ୍ଗଲରୁ ପୋଲିସ ସୂଚନା ପାଇ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଚଢାଉକରିଥିଲା l ଏହି ଛାଡ଼ଉରେ 4ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି l ଗିରଫ 4ଜଣଙ୍କ ମଧ୍ୟରୁ 2ଜଣ ସୀମାନ୍ତ ଆନ୍ଧ୍ର ପ୍ରଦେଶର ବୋଲି ପୋଲିସ ସୂଚନା ଦେଇଛି l 2କେଜି ଗଣଜେଇ ତେଲ, 30କେଜି 100ଗ୍ରାମ, ତେଲ ପ୍ରସୂତି ମେସିନ, ପ୍ରେସର କୁକର, କୋମ୍ପ୍ରେସର, ଗ୍ୟାସ ବୋରନେର l ଆଜି ଜବତ ହୋଇଥିବା 2କେଜି ଗଂଜେଇ ତେଲର ମୂଲ୍ୟ ପାଖାପାଖି 25ଲକ୍ଷ ଟଙ୍କା ହୋଇଥିବା ବେଳେ l ଗତ 3ମାସ ପୂର୍ବେ ଅନୁରୂପ ଭାବରେ ପୂର୍ବରୁ ଜବତ ହୋଇଥିବା 62କେଜି ଗଂଜେଇ ତେଲର ମୂଲ୍ୟ 7.5କୋଟି ଟଙ୍କା ବୋଲି sp ସୂଚନା ଦେଇଛନ୍ତି l 2025 ରେ ମାଲକାନଗିରି ପୋଲିସ 31ଟୋନ ଗଂଜେଇ ଜବତ କରିଥିବା ବେଳେ 2024ରେ 22ଟୋନ ଗକ୍ୱାଞ୍ଜେଇ ଜବତ ହୋଇଛି l 2025-26 ଆର୍ଥିକ ବର୍ଷରେ ମାଲକାନଗିରି ପୋଲିସ 1282 ଏକର ଜମିରେ ଚାଷ ହୋଇଥିବା ବେଆଇନ ଗଂଜେଇ ଚାଷକୁ ନଷ୍ଟ କରିବାରେ ସଫଳ ହୋଇଛି l ଏବଂ ମାଲକାନଗିରି ପୋଲିସ ଏହି ଭଳି ବେଆଇନ କାର୍ଯ୍ୟକ୍ରମକୁ କେବେ ବି ପ୍ରଶୟ ଦେବ ନାହିଁ l ଏଣୁ ଜନ ସାଧାରନଙ୍କୁ ଆହ୍ୱାନ କରିଛି ଯେ ପୋଲିସକୁ ସୋହଯୋଗ କରି ସୂଚନା ପ୍ରଦାନ କରିବା ନିମନ୍ତେ sp ଆହ୍ୱାନ କରିଛନ୍ତି l

0
0
0
s2sdefault