ହେଡଲାଇନସ୍:

ବଣ୍ଡା ଘାଟିରେ ଆବାସ ଯୋଜନାରେ ମହା ଦୁର୍ନୀତି, ବିଡିଓଙ୍କୁ ବଦଳି କରି ପ୍ରଶାସନ ଚୁପ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ  ୯।୨/୨୬: ମାଲକାନଗିରି ଜିଲ୍ଲାର ବଣ୍ଡା ଘାଟି ରେ ଆବାସ ଯୋଜନାରେ ମହା ଦୁର୍ନୀତି ହୋଇଥିବା ଅଭିଯୋଗ ରେ ତଦନ୍ତ ନହୋଇ ବିଡିଓଙ୍କ ବଦଳି ହୋଇଛି । ତେବେ ଏପରି ସ୍ଥିତିରେ ହିଁତାଧୂକାରୀଙ୍କୁ ନ୍ୟାୟ କେବେ ମିଳିବ ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ, ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅ ଅନ୍ତର୍ଗତ ବଣ୍ଡ୍‌ତାଘାଟିରେ ଆବାସ ଯୋଜନାରେ ଘର କରିଦେବା ନାଁରେ କୋଟି କୋଟି ଟଙ୍କାର ଘୋଟାଲା ହୋଇଥ୍ ବା ଅଭି ଯୋଗ ହୋଇଛି। ନିମ୍ନମାନର ଆବାସ ଗୃହ କୁ କୁ ଦେଖ୍ ସମସ୍ତେ ତାଜୁବ । ବ ଦୁର୍ନୀତି ଅଭିଯେ । ବଣ୍ଡାଘାଟିରେ ଘର ଅଭିଯୋଗ ମଧ୍ୟରେ ଖଇରପୁଟ ବିଡିଓଙ୍କ ଅନ୍ୟତ୍ର ବଦଳି ଘଟଣା ଟଣାରେ ଅଧୂକ ଖୋରାକ ଯୋଗାଉଛି। ପାଗାଉଛି । ଜିଲ୍ଲାର ବଣ୍ଡା ଘାଟି ଘାଟି ରେ ଥୂ ବା ମୁ ଦୁଲି ପ‌ ପଡା ପଞ୍ଚାୟତ ପଡା ଗାଁରରେ ୨୨ ଟି ତୁସାଇପଡା ଘରକୁ କରିଦେବା ନାଁ ରେ ଅର୍ଥ ହଡପ କରି ଠିକାଦାରଙ୍କ ଆଉ ଦେଖା ମିଳୁନି । ଖାଲି ତୁସେଇପଡା ଗାଁ ନୁହଁ ବରଂ ବଣ୍ଡାଘାଟିର ଅଧୂକାଂଶ ଗାଁରେ ଆବାସ ଯୋଜନାରେ ଏପରି ଅବସ୍ଥା । ଯାହା ଫଳରେ ନିରୀହ ଲୋକଙ୍କ ପାଇଁ ବତାଘାଟିରେ ଆବାସ ଘର ସ୍ୱପ୍ନ ପାଲଟିଯାଇଛି । ଅଧିକାରୀଙ୍କ ମନମୁଖ ଓ ସାଂଚ ନ କରି ଅର୍ଥ ଛାଡିବା ଯୋଗୁ ହିତାଧୁକାରୀ ଫସିଛନ୍ତି । ଠିକାଦାର ଏବଂ ଅଧିକାରୀଙ୍କ ସଲାସୁତରା ନୀତିରେ ଅର୍ଥ ହଡପ ହୋଇଥିବା ଅଭିଯୋଗ ହୋଇଛି। ଏହା ସହ ଘଟଣା ରେ ସରକାରୀ ଯନ୍ତ୍ରୀ ଏବଂ ପିଇଓ ଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଏପଟେ ଘଟଣାକୁ ନେଇ ଜିଲ୍ଲା ଆଦିବାସୀ ସମାଜ ମହସଂଘ ମଧ୍ଯ ଘଟଣାର ଭୁସ୍ତରୀୟ ତଦନ୍ତ ଦାବି କରିଛି। ଅନ୍ୟପଟେ ବିଗତ କିଛି ଦିନ ପୂର୍ବେ ମାଲକାନଗିରି ଗସ୍ତରେ ଆସିଥିବା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଏବାବଦରେ ପଚାରିବାରୁ ସେ ପ୍ରକାଶ କରିଛନ୍ତି ଯେ, ଏନେଇ ସେଭଳି କୌଣସି ଅଭିଯୋଗ ଆସିନି । ଅଭିଯୋଗ କରନ୍ତୁ ତାପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ ଶ୍ରୀ ଗତ କହିଛନ୍ତି । ବଣ୍ଡାଘାଟିରେ ଆବାସ ଦୁର୍ନୀତି ଅଧୂକାରୀଙ୍କ ସାଲିସ୍ ରେ ଠିକାଦାର ମାଲେମାଲ ହେଉଥ‌ିବା ବେଳେ ହିତାଧୁକାରୀ ଏପଟେ ବେହାଲ ହୋଇ ଚିନ୍ତାରେ ପଡିଛନ୍ତି ।

0
0
0
s2sdefault