ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ରବିବାର ଦିନ ଚଳିତ ଶିକ୍ଷା ବର୍ଷ ର ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ଙ୍କୁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବିଦ୍ୟାଳୟର ପରିଚାଳନା କମିଟି ତରଫରୁ ସବୁ ଛାତ୍ରଛାତ୍ରୀ ଙ୍କୁ ସେମାନଙ୍କ ଆଗାମୀ ପରୀକ୍ଷା ନିମନ୍ତେ ଶୁଭକାମନା ଜ୍ଞାପନ କରିଥିଲେ ଓ ନିକଟସ୍ଥ କୁଲାଡ଼ ଗ୍ରାମ ମା ବ୍ୟାଘ୍ର ଦେବୀ ପୀଠରେ ପୂଜାର୍ଚ୍ଚନା କରାଯିବାସହ ଓ ନବମ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ଙ୍କୁ ନେଇ ଗ୍ରାମ୍ୟ ଦର୍ଶନ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ସମସ୍ତ ଛାତ୍ରଛାତ୍ରୀ ଙ୍କ ସହ ଅନୁଷ୍ଠାନର କର୍ମକର୍ତା, ଗୁରୁଜୀ ଗୁରୁମା ମାନେ ଉପସ୍ଥିତ ଥିଲେ l
ରାଜ୍ୟ
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ,
- Hits: 5








