ଜଗତସିଂହପୁର, ତା -୨୫. ୦୧. ୨୦୨୬ ସୁମନ୍ତ କୁମାର ଦାସ: ଜଗତ ସିଂହପୁର ପୋଲିସ ପକ୍ଷରୁ ଅପେରସନ ପ୍ରହାର ଦ୍ବାରା ଜିଲ୍ଲାରେ ଧଳା ଜହର କାରବାର ଉପରେ କ ଡା ନଜର ରଖୁଥୁବାବେଳେ ଆଜି ଦେଉଳି ଗ୍ରାମେଶ୍ ର ଛକରୁ ଦୁଇଜଣ ଧଳା ଜହର ବେପାରୀଙ୍କୁ ମାଡ଼ିବସିଥିଲା I କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇ ଥାନା ଅନ୍ତର୍ଗତ ସୁଜନପୁର ଗ୍ରାମର ପରୀକ୍ଷିତ ମ ଲ୍ଲିକ ଙ୍କ ପୁଅ ଦୀପକ ମଲ୍ଲିକ (ବଳିଆ )(୩୪) ଏ ବଂ ଜଗତସିଂହପୁର ଥାନା ଅଧୀନ ବରହମପୁର (ତରିକୁନ୍ଦ) ଗ୍ରାମର ଅବଦୁଲ ସତାର ଙ୍କ ପୁଅ ଇ ମାନ ଖାନ (୨୯) ଙ୍କ ଠାରୁ ୫୯. ୬ ଗ୍ରାମର ବ୍ରାଉନ ସୁଗାର ଓ ଏକ ମାରୁତି ବ୍ରିଜା କାର ନମ୍ବର ଓଡି୦ ୨ ସିକେ ୫୭୬୫ ଏବଂ ନଗଦ ୯୫ ହଜାର ଟଙ୍କା ଜବତ କରିଥିଲା I ଦୀପକ ନାଁରେ ୧୪ ଟି ବମିଙ୍ଗ, ଡକାୟତି, ରବିରୀ ମାମଲା ରହିଥିବାବେଳେ ବ୍ରାଉ ନ ସୁଗାର କାରବାର ୪ ଟି ମାମଲା ବିଭିନ୍ନ ଥାନା ରେ ରହିଛି ସେହିପରି ଇମ୍ରାନ ନାଁରେ ବ୍ରାଉନ ସୁଗାର, ଡକାୟତି, କିଡନାପଙ୍ଗି ଓ ମର୍ଡର ଯୋଜ ନା ଭଳି ସଂଗୀନ ମାମଲା ରହିଛି I ଦୀପକ ମଲ୍ଲିକ (ବଳିଆ ) ପାରାଦୀପ ସ୍ଥିତ ଖୁଣ୍ଟିଆ ଖୁଣ୍ଟିଆ ଗାର୍ମେଣ୍ଟ ଦୋକାନରେ ବମିଙ୍ଗ କରି ଜେଲ ଯାଇ ୨ ୦୨୩ ମସିହାରେ ବେଲ୍ ଆସିଥିଲା I ଇମ୍ରାନ ଖାନ ମଧ୍ୟ ପୂର୍ବରୁ ବହୁ ସଂଗୀନ ମାମଲାରେ ଜେଲ୍ ଯାଇଥିଲା I ଜଗତସିଂହପୁର ପୋଲିସ କେଶ ନମ୍ବର ୮ ୦/୨୬ ରେ ମାମଲା ରୁଜୁ କରି ଡାକ୍ତରୀ ମାଇନା ପ ରେ ଦୁଇଜଣଙ୍କୁ କୋର୍ଟ ଚାଲାଣ କରିଥିବା ଜିଲ୍ଲା ଆ ରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା ସାମ୍ବାଦିକ ସ ମ୍ମିଳନୀ ଦ୍ବାରା ସୂଚନା ପ୍ରଦାନ କରିଥିଲେ ।
ରାଜ୍ୟ
ଜଗତସିଂହପୁର ପୋଲିସ ପକ୍ଷରୁ ୫୯. ୬ଗ୍ରାମ ହେରୋଇନ, ମାରୁତି ବ୍ରିଢ଼ା କାର ଜବତ ସହିତ ଦୁଇ ଗିରଫ
- Hits: 4








