ହେଡଲାଇନସ୍:

ହିନ୍ଦୁ ସମ୍ମିଳନୀ ପାଇଁ ଜଗନ୍ନାଥ ଙ୍କୁ ନିମନ୍ତ୍ରଣ ପତ୍ର

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର ଜଗନ୍ନାଥ ମନ୍ଦିର ପଡିଆ ଠାରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହେବ l ଏଥି ନିମନ୍ତେ ନିମନ୍ତ୍ରଣ କାର୍ଯ୍ୟ ଆରମ୍ଭ ହୋଇଛି l ପ୍ରଥମେ ଜଗତର ନାଥ ଜଗନ୍ନାଥ ଙ୍କ ଠାରୁ ଏହି କାର୍ଯ୍ୟ ବୁଧବାର ସନ୍ଧ୍ୟାରେ ଆରମ୍ଭ କରାଯାଇଛି l କାର୍ଯ୍ୟକ୍ରମ ର ଶୁଭ ମନାସି ଜଗନ୍ନାଥ ଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇ କାର୍ଯ୍ୟ ର ଅନୁକୂଳ କରଯାଇଛି l ହିନ୍ଦୁ ସମ୍ମିଳନୀ କମିଟି ର ତ୍ରୀପତି ମହାନ୍ତି, ଫକୀର ନାୟକ, ବାମଦେବ ପଟ୍ଟନାୟକ ଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହି ଠାକୁରଙ୍କ ଉଦ୍ଧେଶ୍ୟରେ ମୂଖ୍ୟ ପୂଜକ ମନୋଜ ପାଢ଼ୀ ଙ୍କୁ ରୀତିନୀତି ଅନୁସାରେ ନିମନ୍ତ୍ରଣ କରିଥିଲେ l

0
0
0
s2sdefault