ହେଡଲାଇନସ୍:

୨୦୦୧ ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଣପୁର :(ସେକ କୌସର):ବାଣପୁର NAC ଅନ୍ତର୍ଗତ ଗୋଦାବରୀଶ ବିଦ୍ୟାପୀଠର ୨୦୦୧ ମାଟ୍ରିକ ଵ୍ୟାଚ ର ଏକ ବନ୍ଧୁ ମିଳନ ଉତ୍ସବ ଝିଂଟିକାପଲ୍ଲୀ ତାରିଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି କାଯ୍ୟକ୍ରମରେ ବହୁ ବର୍ଷର ବ୍ୟବଧାନ ପରେ ପୁରାତନ ଛାତ୍ର ମାନେ ନିଜ ବନ୍ଧୁଙ୍କୁ ଗୋଟଏ ସ୍ଥାନରେ ପାଇଁ ପରସ୍ପର କୁ ଅଭିନନ୍ଦନ ଜଣାଇବା ସହିତ ସେ ମାନଙ୍କ ବେକ୍ତିଗତ, ବୁର୍ତ୍ତିଗତ ଏବଂ ସାମାଜିକ ଜୀବନ ସମ୍ପର୍କ ରେ ଆଲୋଚନା କରିଥିଲେ l ସେହି ପରି ଏହି ବ୍ୟାଚ ମାଧ୍ୟମରେ ଆଗାମୀ ଦିନରେ ବୃକ୍ଷ ରୋପଣ ରକ୍ତଦାନ ଭଳି ସାମାଜିକ କାର୍ଯ୍ୟକ୍ରମ କରାଯିବ ସମ୍ପର୍କ ରେ ମତ ପ୍ରକାଶ ପାଇଥିଲା l ପୁରାତନ ଛାତ୍ର ବାଲ୍ମୀକି, ଅନଙ୍ଗ,ରାମ, ଲିପା, ବାପୁଜୀ,ଜିତୁ,ପ୍ରମୁଖ,କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

0
0
0
s2sdefault