ହେଡଲାଇନସ୍:

ଆତ୍ମହତ୍ୟା ର ଉଦ୍ୟମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜଗାଙ୍ଗପୁର._ତା:୦୬-୧୨-୨୫.ଗତ ରାତି ରେ ଲାଞ୍ଜିବେରନା ସ୍ଥିତ କଲେଜ ରେ ଅଧ୍ୟୟନ କରୁଥିବା ଛାତ୍ରି ଜଣେ ରାତି ଅଧରେ ନିଜଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ । ଘର ଲୋକ ଜାଣିବା ପରେ ତାକୁ ଚିକିତ୍ସା ପାଇଁ ରାଉରକେଲା ସ୍ଥିତ ଆ ଜି ଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶୁଣିବା ବାକୁ ମିଳୁଛି ଅବସ୍ଥା ସଙ୍କଟାପନ୍ନ ।

0
0
0
s2sdefault