.ବଡଚଣା/ ପ୍ରଫୁଲ୍ଲ କୁମାର ସାହୁ : ଦର୍ପଣୀ ରୁ ସମିଆଁ ଚାଲିଛି ରାସ୍ତା କାମ | କିନ୍ତୁ ସୁଧୁରୂନି ରାସ୍ତା ଅବସ୍ଥା | ଏଠି ରାସ୍ତାର ଅବସ୍ଥା ଯୋଉ ତିମିରୀ କି ସେଇ ତିମିରେ | ଉକ୍ତ ଠିକାସଂସ୍ତା ଯେମିତି ସବୁ ନିୟମକୁ ଅଣଦେଖା କରି ଏହି ରାସ୍ତାକାମ କରୁଛି ସେଥିରୁ ଜଣ ପଡୁଛି ଏ କାମ ପ୍ରତି ଆନ୍ତରିକତା କେତେ | ଦର୍ପଣୀରୁ ସମିଆଁ ଦଶରୁ ବାର କିଲୋମିଟର | ଏଠି ବିନା ଫଳକରେ ଚାଲିଛି କାମ | ଉକ୍ତ ଠିକାଦାର ମାନେ ମୋଟା ଅଙ୍କର ପିସି ଦେଇ କରନ୍ତି କାମ ବୋଲି ସାଧାରଣରେ ଆଲୋଚନା ହେଉଛି | ଉକ୍ତ ରାସ୍ତା ଉପରେ ପ୍ରାୟ ବଡଚଣା ବ୍ଲକ ଓ ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଳକ ପର୍ଯ୍ୟନ୍ତ ବହୁ ଲୋକ ନିର୍ଭର କରନ୍ତି | ଉକ୍ତ ରାସ୍ତା ଦେଇ ପ୍ରତ୍ୟେକ ଦିନ ଶହ ଶହ ଗାଢିଘୋଢା ବୁଢା଼କେନ୍ଦୁଆ ଗଂଦିଆ କପିଳାସ ପର୍ଯ୍ଯନ୍ତ ଯଯାଆଆସ କରିଥାନ୍ତି | ଏହି ରାସ୍ତା କଡ଼ ରେ ଏହି ପଂଚାୟତ ମାନଙ୍କରେ ବହୁ ପ୍ରତିଷ୍ଠିତ ଆଗଧାଡ଼ି ନେତା ଙ୍କ ଘର ପ୍ରାୟ ଏହି ରାସ୍ତା ଦେଇ ସମସ୍ତେ ଯାତାୟାତ କରିଥାନ୍ତି କିନ୍ତୁ ମନେହୁଏ ସ୍ଥାନୀୟ ରାଜନେତା ପ୍ରଶାସନ ଓ ସଂପ୍ରୁକ୍ତ ବିଭାଗ ଯେମିତି ନାଚର ଏଇଠକା ସଂସ୍ତା ପାଖରେ ଏତ ସରକାରକା ମାଲ ଦରିଆମେ ଡାଲ ନୀତିରେ ଚାଲିଛି | ଉକ୍ତ ଠିକାଦାର ଙ୍କ ରାସ୍ତା କାମ ବାଲି ମେଂଟାଲ ପକାଇ ରାସ୍ତା ଅବରୋଧ କରିବା ସହିତ ସାଧାରଣ ଲୋକଙ୍କୁ ହରକତ ହେବାକୁ ପଡିଛି ସେତିନୁହଁ ଖାଲି ବାଲିମେଂଟାଲ ରେ ହେଉଛି କାମ ସିମେଣ୍ଟେ ନାଁ କୂ ମାତ୍ର କଂକ୍ରିଟ ରେ ପାଣିଠିକ୍ ଭାବରେଦୀଆହେଉ ନାହିଁ ଆଗରୁ ହୋଇ ଥିବା ରାସ୍ତା ରେ ଥିବା ଖାଲ ଖମା ଯେମିତି କି ସେମିତି ଏଥିରୁ ବୁଝାପଡୁଛି ସଂପ୍ରୁକ୍ତ ବିଭାଗ କେତେ ସ୍ୱଚ୍ଛ | ଯୋଦି ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଓ ସଂପ୍ରୁକ୍ତ ବିଭାଗ ଏହା ଉପରେ ତଦନ୍ତ କରେ ତେବେ ଏହି ରାସ୍ତା ନିର୍ମାଣ ରେ ବର୍ଷ ବର୍ଷ ଧରି କେତେ ଦୁର୍ନୀତି ହୋଇଛି ତାହା ଜଣାପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି
ରାଜ୍ୟ
କି ପାରିବାର : ଦର୍ପଣୀ ରୁ ସମିଆଁ ରାସ୍ତା କାମ ଚାଲିଛି ଯେ ସରିବା ନା ଧରୁନି
- Hits: 509