ହେଡଲାଇନସ୍:

   ପାୱାର ଏମ୍ପେ୍ଲାଇଜ ୟୁନିୟନର କର୍ମକର୍ତ୍ତା ଚୟନ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଅରବିନ୍ଦ ଦାସ )-ବାରିପଦା ପୌରପରିଷଦର ବାଘଡ଼ାରୋଡ଼ସ୍ଥିତ ପାୱାର ଏମ୍ପେ୍ଲାଇଜ ୟୁନିୟନ କାର୍ଯ୍ୟାଳୟ ପରିସରରେ   ୟୁନିୟନ ସଭାପତି ସୁବ୍ରମଣ୍ୟମ ମହାନ୍ତିଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ  ସାଧାରଣ ସଭା ଆୟୋଜିତ ହୋଇଥିଲା । ଏଥିରେ ବାରିପଦା ବିଦୁ୍ୟତ୍ ଡ଼ିଭିଜନ ଅନ୍ତର୍ଗତ ୧୪ଟି ସେକସନ, ଏମ୍ଆଇଟି ଓ ୫ଟି ସବଡ଼ିଭିଜନ ଅଧୀନରେ କାର୍ଯ୍ୟକରୁଥିବା କର୍ମଚାରୀ ସଙ୍ଘର ତୃଣମୂଳସ୍ତରରେର ସାଙ୍ଗଠନିକ ଦୃଢ଼ତାକୁ ପରିପୃଷ୍ଟ କରାଇବା ଉଦେ୍ଧଶ୍ୟରେ ସଂଘର ସହ-ସାଧାରଣ ସମ୍ପାଦକ ଜ୍ୟୋତିକୃଷ୍ଣ ବେହେରାଙ୍କ ନେତୃତ୍ୱରେ ଡ଼ିଭିଜନାଲ ସମ୍ପାଦକ ଚନ୍ଦନ ମହାନ୍ତି, ଯୁଗ୍ମ-ସମ୍ପାଦକ ମାନସ ରଞ୍ଜନ ଶୁକ୍ଳା ଓ କରୁଣାକର ପତି, ଅର୍ଗାନାଇଜର- ଦେବାଶିଷ ବେହେରା ପରାମର୍ଶ କ୍ରମେ କାର୍ଯ୍ୟରତ କର୍ମଚାରୀମାନଙ୍କ ମଧ୍ୟରୁ ସବଡ଼ିଭିଜନାଲ ସମ୍ପାଦକ ଭାବେ ବାରିପଦା ସହର ପାଇଁ ଗୌରୀ ଶଙ୍କର ପତି, ଗ୍ରାମାଞ୍ଚଳ ନିମନ୍ତେ ଯଦୁନାଥ ଗିରି, କୁଳିଅଣା କୃଷ୍ଣପଦ ମହାନ୍ତ, ମୋରଡ଼ା- ସଞ୍ଜିତ ମାଝି, ବେତନଟୀ- ଚନ୍ଦନ ଜେନାଙ୍କୁ ଚୟନ କରାଯାଇଥିବା ବେଳେ ସବଡ଼ିଭିଜନାଲ ଅର୍ଗାନାଇଜର ଭାବେ ବାରିପଦା ସହର – ସଞ୍ଜୟ କୁମାର ଘୋଷ, ଗ୍ରାମାଞ୍ଚଳ- ଦିନେଶ ଗୁପ୍ତା, କୁଳିଅଣା- ଏମଡ଼ି ରହେମାନୁର ଆଲାମ୍, ମୋରଡ଼ା- ପ୍ରଭାତ ମହାନ୍ତି, ବେତନଟୀ- ରୁଦ୍ର ପ୍ରଦାସ ଦାଶ, ସେକସନ ଅର୍ଗାନାଇଜର ଭାବେ ବାରିପଦା ନମ୍ବର-୧ ନିମନ୍ତେ ସୁମନ ସଞ୍ଜିତ ମହାନ୍ତ, ସେକସନ ନମ୍ବର-୨- ପ୍ରଦୀପ ନାଥ, ଭଞ୍ଜପୁର ସେକସନ- ମନୋଜ ପଟ୍ଟନାୟକ, ଛାଞ୍ଚ ସେକସନ- ସୁଶାନ୍ତ ମହାନ୍ତ, ରଘୁନାଥପୁର ସେକସନ- ରାଜ ନାରାୟଣ ସିଂ, ଶାମାଖୁଣ୍ଟା ସେକସନ- ଗମ୍ହା ନାୟକ, ଶୁଳିଆପଦା- ନବୀନ କୁମାର ଦତ୍ତ, କୁଳିଅଣା- ଭାଗବତ ସିଂ, ଝାରପୋଖରୀଆ- ଗଣେଶ୍ୱର ମହାନ୍ତ, ବାଙ୍ଗିରିପୋଷୀ- ମହେନ୍ଦ୍ର ମହାନ୍ତ, ମୋରଡ଼ା- ବୁଦ୍ଧେଶ୍ୱର  ମାର୍ଣ୍ଡି, , ରାସଗୋବିନ୍ଦପୁର- ପାର୍ଥ ସାରଥୀ ଦାାସ, ବେତନଟୀ- କମଳାକାନ୍ତ ମହାନ୍ତ, ବୈଶିଙ୍ଗା - ପ୍ରଶାନ୍ତ ସାହୁ ଏବଂ ଏମ୍ଆରଟି ପାଇଁ ହରେକୃଷ୍ଣ ମହାନ୍ତ ପ୍ରମୁଖଙ୍କୁ ଚୟନ କରାଯାଇଥିଲା । ଉପରୋକ୍ତ ଚୟନ ପ୍ରକ୍ରିୟାଟି ସଙ୍ଘର ସାଧାରଣ ସମ୍ପାଦକ ତାରାକାନ୍ତ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ନେସ୍କୋ କର୍ତ୍ତୃପକ୍ଷ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଅବଗତ ନିମନ୍ତେ ସୂଚନା ପ୍ରଦାନ କରାଇଛି । ଏଥି ସହିତ ଏମାନଙ୍କର ସହଯୋଗ କାମନା ମଧ୍ୟ କରାଯାଇଛି । 

0
0
0
s2sdefault