ଖପ୍ରାଖୋଲ (ହେମସାଗର ସାହୁ)ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଓଡ଼ିଆପାଲି ପଂଚାୟତ ବୁଢ଼ୀବାହାଲ ଗାଁ ରୁ ଓଡ଼ିଆପାଲି ଗାଁ କୁ ଯାଇଥିବା ପଞ୍ଚାୟତ ରାସ୍ତା ଅତି ଶୋଚନୀୟ ହୋଇ ପଡିରହିଥିବା ଵେଳେ ମରାମତି ଅଭାବ ରୁ କଚ୍ଚା ରାସ୍ତା ଖାଲ ଖମା ରେ ଭର୍ତି ହୋଇଥିବା ଵେଳେ ଅସରାଏ ବର୍ଷା ରେ ପାଣି ଜମି ରହୁଥିବା ଓ କାଦୁଅ ସାର ସର ହୋଇ ଥିବାରୁ ପଂଚାୟତ କୁ ବିଭିନ୍ନ ଜରୁରୀ କାମ ରେ ଯାଉ ଥିବା ହିତାଧିକାରୀ, ରାସନ ଚାଉଳ, ନେଇ ଯିବା ଵେଳେ ନାହିଁ ନ ଥିବା ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି I ଅନେକ ଦିନରୁ ଏହି ଅସୁବିଧା ଜାରି ରହିଥିବା ଵେଳେ କୌଣସି ମରାମତି ନହେବା ରୁ ରାସ୍ତା ଆହୁରି ସୋଚନୀୟ ହେବାରେ ଲାଗିଛି I ରାସ୍ତା ର ମରାମତି କରିବାକୁ ବୁଢ଼ୀବାହାଲ ଗ୍ରାମବାସୀ ଦାବି କରିଛନ୍ତି
ରାଜ୍ୟ
ବୁଢ଼ୀବାହାଲ ରୁ ଓଡ଼ିଆପାଲି ପଂଚାୟତ ରାସ୍ତା ଶୋଚନୀୟ
- Hits: 5