ହେଡଲାଇନସ୍:

ଗରିବ ଚାଷୀ ପରିବାର ର ପୁଅ ବ୍ଲକ ଟପ୍ପର, ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛା ର ସୁଅ l

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ଚଳିତ ବର୍ଷ ଦଶମ ବୋର୍ଡ଼ ପରୀକ୍ଷା ଫଳ ପ୍ରକାଶ ପାଇଛି l ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଧାପାଲି ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ପପୁନ ସାହୁ ୫୪୩ମାର୍କ ରଖି ବ୍ଲକ ଟପ୍ପର ହୋଇ ଅଞ୍ଚଳ ପାଇଁ ଗର୍ବ ଆଣିଛନ୍ତି l ସେ ହେଉଛନ୍ତି ଗଧାପାଲି ଗ୍ରାମର ପ୍ରକାଶ ସାହୁ ଓ ମିନା ସାହୁ ଙ୍କ ପୁତ୍ର ପପୁନ ସାହୁ ଆଜି ସେ ସଫଳତା ହାସଲ କରି ପାରିଛନ୍ତି l ଛାତ୍ର ଜଣ କ ଚାଷୀ ପରିବାର ରୁ ବିଳମ୍ କରି ଦଶମ ପରୀକ୍ଷା ରେ ଭଲ ମାର୍କ ରଖି କୃତି ହାସଲ କରିଥିବାରୁ ଶିକ୍ଷକ, ଛାତ୍ର ଛାତ୍ରୀ ଏବ ଗ୍ରାମବାସୀ ଙ୍କ ପକ୍ଷରୁ ଶୁଭେଚ୍ଛା ର ସୁଅ ଛୁଟିଛି l ସେ ଦିନକୁ ଚାରି ରୁ ପାଞ୍ଚ ଘଣ୍ଟା ପାଠ ପଢ଼ି ଆଜି ସେ ସଫଳତା ର ପlହଁlଚ କୁ ପହଁଚି ପାରିଛନ୍ତି l ଆଗକୁ ସେ ଆହୁରି ଭଲ ପାଠ ପଢ଼ି ଡାକ୍ତର ହେବାର ସ୍ଵପ୍ନ ଦେଖିଛନ୍ତି ଏବଂ ଡ଼ାକ୍ତର ହେବେ ବୋଲି ମତ ରଖିଛନ୍ତି

0
0
0
s2sdefault