ହେଡଲାଇନସ୍:

ସ୍ବାମୀ ସ୍ତ୍ରୀ ଝଗଡ଼ାରେ କାର ସ୍ୱାହା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଜଙ୍ଗଲ ମଧ୍ୟରେ ନିଜ କାରରେ ନିଆଁ ଲଗେଇ ଦେଲେ।           

କେନ୍ଦୁଝର,ତା୨୭/୪- ମଣିଷ କାର କରେ ଟିକେ ବୁଲାବୁଲି କରିବାକୁ ପରିବାରରେ ଖୁସି ଆଣେ। ସ୍ବାମୀ ସ୍ତ୍ରୀ ଖୁସିରେ ଚଳୁଥିଲେ ସ୍ୱାମୀ ଟ୍ରକ୍ ଡ୍ରାଇଭର ହେଲେ ଘରେ କାର୍ ରଖିଥିଲେ ସ୍ବାମୀ ସ୍ତ୍ରୀ ବ୍ୟବହାର କରୁଥିଲେ। ସେହି କାରରେ ସେମାନେ ସ୍ଵାମୀ ତରଣୀସେନ ମହାନ୍ତ ଘର ମୟୂରଭଞ୍ଜ,କରଞ୍ଜିଆ, ବାଘଦଫା ଗ୍ରାମରୁ ସ୍ତ୍ରୀ  ଘର କେନ୍ଦୁଝର,ପିଛୁଳାବେଡ଼ା ଗ୍ରାମ ଆସିଥିଲେ। ଘରେ ଶ୍ଵଶୁର ବଳଭଦ୍ର ମହନ୍ତ ଥିଲେ। ହେଲେ କୌଣସି କାରଣରୁ ସେଠାରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ କଳହ ହୋଇଥିଲା ଯେଉଁଥିରେ ଉତକ୍ଷିପ୍ତ ହୋଇ ତରଣି ନିଜ ମାରୁତି କାରକୁ ଘଟଗାଁ ନିକଟସ୍ଥ ଅଟେଇ ସଂରକ୍ଷିତ ଜଙ୍ଗଲକୁ ନେଇ ନିଆଁ ଲଗାଇଥିଲେ। ନିଆଁ ଲିଭାଇବାକୁ ଉଦ୍ୟମ ହେଲା ବେଳେ ଗାଡ଼ି ସମ୍ପୂର୍ଣ ଜଳି ଯାଇଥିଲା। ତେବେ ଏହି ବାବଦରେ ସ୍ଵାମୀ ସ୍ତ୍ରୀ କିଛି କହି ନାହାଁନ୍ତି।

0
0
0
s2sdefault