ହେଡଲାଇନସ୍:

ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫ ରୁ ବିଭିନ୍ନ ପ୍ରକାର ପଣା ଓ ସରବତ ବଣ୍ଟନ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
ରାଉରକେଲା, (ବସନ୍ତ କୁମାର ଜେନା): ରାଉରକେଲାର ଅଗ୍ରଣୀ ସାମାଜିକ ସଂଗଠନ ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫ ରୁ , ଜଗଦା ସ୍ଥିତ ବାଟ ମଙ୍ଗଳା ମନ୍ଦିର ପରିସର ରେ ଆଜି , ଉଭୟ ରାମ ନବମୀ ଏବଂ ଦୂର୍ଗା ନବମୀ ଅବସର ରେ ବିଭିନ୍ନ ପ୍ରକାର ପଣା ଏବଂ ସରବତ ବିତରଣ କରାଗଲା । ଏଠାରେ ପ୍ରାୟତଃ ୨୦୦୦ ରୁ ଅଧିକ ଲୋକ ପଣା ପିଇ ଖୁସି ହୋଇଥିଲେ । ଧନ୍ୟବାଦ ମନ୍ଦିର ସଦସ୍ଯ ମାନଙ୍କୁ , ସହଯୋଗ ର ହାତ ବଢାଇଥିବାରୁ । ଏବଂ ଧନ୍ୟବାଦ ସମସ୍ତ ମେମ୍ବର ମାନଙ୍କୁ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିବାରୁ । ଆଜିର କାର୍ଯ୍ୟକ୍ରମ ରେ , ମିନାକ୍ଷୀ ପାଢୀ , ପୂର୍ଣିମା ମହାନ୍ତି , ମମତା ମହାନ୍ତି , ସୋନା ମିଶ୍ର, ବନଯା ବିଶ୍ବାଳ , ଗୌରୀ କୁମ୍ଭାର, ସୁମତି ନାୟକ, ସମରକାନ୍ତ ମଲିକ୍ , କୃଷ୍ଣଚନ୍ଦ୍ର ପାଢୀ , ସୁରେଶ ସାବତ , ଅଶୋକ ଦକ୍ଷିଣରାୟ , ବୈକୁଣ୍ଠ ସାହୁ ବିଶ୍ବନାଥ ରାଉତ, ଶାନ୍ତିଲତା ବେହେରା , କବିତା ବେହେରା , କଲ୍ୟାଣୀ ଦାସ , ଆରତି ଜେନା , କାମିନି ମହନ୍ତ, ବିନୋଦ ପଣ୍ଡା, କିରଣ ଦେବୀ ଆଦି ଉପସ୍ଥିତ ଥିଲେ ।
 
0
0
0
s2sdefault