ସୋହେଲା :-ସୋହେଲା ବ୍ଲକର ସରକଣ୍ଡା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଟିକେଶ୍ବରୀ ଭୁଏ ଙ୍କ ଦ୍ବାରା ନିର୍ମିତ "ସ୍ମାର୍ଟ ଅରଟ ଯନ୍ତ୍ର" ଯାହା ଜାତୀୟ ସ୍ତରରେ ବହୁ ଆକର୍ଷିତ କରିଛି । ନବମ ଶ୍ରେଣୀର ଛାତ୍ରୀ ଜାପାନର ସାକୁରା ସାଇନ୍ସ ଉଚ୍ଚ ବିଦ୍ୟାଳୟରେ ବୈଜ୍ଞାନିକ ମେଳାରେ ଅଂଶ ଗ୍ରହଣ କରିବେ ଏହା ଆମ ବରଗଡ଼ ଜିଲ୍ଲା ପାଇଁ ନୁହେଁ ସମଗ୍ର ଓଡ଼ିଶା ପାଇଁ ଗୋଟିଏ ଗୌରବର ବିଷୟ । ଏହି ଅବସରରେ ସରକଣ୍ଡା ଉଚ୍ଚ ବିଦ୍ୟାଳୟ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ ଯୋଗ ଦେଇ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ରାଜ୍ୟ
ସରକଣ୍ଡା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ
- Hits: 9