ହେଡଲାଇନସ୍:

ପୁରୀ : ନୂଆ ସବ ରେଜିଷ୍ଟାରଙ୍କ କାର୍ଯ୍ୟରେ ଯୋଗଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ,(ଅନିମେଶ ପଟ୍ଟନାୟକ) : ପୁରୀ ଜିଲ୍ଲା ଉପନିବନ୍ଧକ (ସବ ରେଜିଷ୍ଟାର ) ଭାବେ ସୋମବାରଦିନ ତପନ କୁମାର ତରାଇ ଯୋଗଦେଇଛନ୍ତି |୨୦୨୧-୨୨ ବ୍ୟାଚ ରେ ଓଡିଶା ପ୍ରଶାସନିକ ସେବା (ଓ ଏ ଏସ ) ପାଇବାପରେ ତାଲିମ ରେ ଅଭିଜ୍ଞତା ଅର୍ଜନ କରିଥିଲେ |ତାଙ୍କର କାର୍ଯ୍ୟ ଦକ୍ଷତା ଦେଖି ରାଜ୍ୟ ପ୍ରଶାସନ ତାଙ୍କୁ ପୁରୀ ଜିଲ୍ଲା ସବ ରେଜିଷ୍ଟାର ଭାବେ ନିଯୁକ୍ତି ଦେଇଛନ୍ତି | ଜଗନ୍ନାଥ ଙ୍କ ଧାମ ରେ କାର୍ଯ୍ୟ ଆରମ୍ଭ କରି ବହୁତ ଖୁସି ଓ ସବୁ ପ୍ରଭୁ ଙ୍କ ଇଛା ବୋଲି କହିଛନ୍ତି | ଯୋଗ ଦେବା ପରେ କାର୍ଯ୍ୟାଳୟ ରେ ଖୁସି ର ମାହୋଲ ଖେଳି ଯାଇଛି | ଅନେକ ଆଇନଜୀବୀ, ମୋହରିର, ଷ୍ଟାମ୍ପ ଭେଣ୍ଡର ଶ୍ରୀ ତରାଇ ଙ୍କ ଯୋଗଦାନ ପରେ ସ୍ୱାଗତ ଅଭିନନ୍ଦନ କରିଛନ୍ତି |

0
0
0
s2sdefault