ବାଣପୁର,ସାହସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଣପୁର:(ସେକ କୌସର):ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ସାହସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତା ୧୮.୦୨.୨୦୨୫ ରିଖ ମଙ୍ଗଳବାର ଦିନ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥି - ଅମରେନ୍ଦ୍ର ରଣସିଂହ ବ୍ଲକ ଅଧକ୍ଷ, ମୁଖ୍ୟ ବକ୍ତା - ଅନନ୍ତ ଚରଣ ଖଟେଇ, ସମ୍ମାନୀତ ଅତିଥି - ପ୍ରମୋଦ କୁମାର ପାତ୍ର CRCC, ବିଶ୍ଵନାଥ ନାୟକ, ବସନ୍ତ ମୁଦୁଲି, ମହେଶ୍ୱର ନାୟକ ୱାର୍ଡମେମ୍ବର, ଭାବେ ଯୋଗ ଦେଇଥିଲେ । ଆୟୋଜିତ ସଭାରେ କାର୍ତ୍ତିକ ବାରିକ ସରପଞ୍ଚ ସଭାପତିତ୍ବ କରିଥିଲେ । ସମସ୍ତ କାର୍ଯ୍ୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ପ୍ରଧାନ ଓ ସହକାରୀ ଶିଷକ ସତ୍ୟନାରାୟଣ ପ୍ରଧାନ, ତ୍ରିନାଥ ନାୟକ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ମାନସ ରଂଜନ ହୋତା, ସୁରଂଜିକା ବେହେରା, ସୁଭଲକ୍ଷ୍ମୀ କାଣ୍ଡି , ପ୍ରଜ୍ଞା ପାରମିତା ନାୟକ ଆଦି ସହଯୋଗ କରିଥିଲେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପରିଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

0
0
0
s2sdefault