ଫେବୃଆରୀ ୧୩ ଓ ୧୪ ରେ ୭ ମ ବର୍ଣ୍ଣାଳୀ ମହୋତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର :"ରୁଦ୍ରାକ୍ଷ ଫାଉଣ୍ଡେସନ",ଭୁବନେଶ୍ୱର ଦ୍ୱାରା ଆଜିଠାରୁ "୭ମ ବର୍ଣ୍ଣାଳୀ" ସଙ୍ଗୀତ ଓ ନୃତ୍ୟ ମହୋତ୍ସବ ଆୟୋଜିତ ହେଉଛି । ଫେବୃଆରୀ ୧୩ ଓ ୧୪ ତାରିଖ ଦୁଇ ଦିନ ଧରି "ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର" ଠାରେ ଏହି ଉତ୍ସବ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମ ପ୍ରତ୍ୟହ ସନ୍ଧ୍ୟା ୬.୩୦ ରୁ ଆରମ୍ଭ ହେବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି l
‘ରୁଦ୍ରାକ୍ଷ ଫାଉଣ୍ଡେସନ’ଗୁରୁବିଚିତ୍ରାନନ୍ଦ ସ୍ୱାଇଁଙ୍କ ଦ୍ୱାରା ପ୍ରତିଷ୍ଠିତ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ନୃତ୍ୟ ଶିଳ୍ପୀମାନଙ୍କ ସମେତ ଅନ୍ୟ ନିମନ୍ତ୍ରିତ ବିଭିନ୍ନ ଅନୁଷ୍ଠାନରୁ କଳାକାର ମାନେ ଯୋଗଦାନ କରି ନୃତ୍ୟ ପରିବେଷଣ କରିବେ ବୋଲି ଜଣାଯାଇଛି ।

 

0
0
0
s2sdefault