ବରପାଲି :-ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ବାଗବାଡି ଗ୍ରାମ ପଞ୍ଚାୟତ ପୁଟୁରୁପାଲି ଗ୍ରାମବାସୀ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ନିଷ୍ଠା ପରିବାର ର ରେଡଡ୍ରପ ମାରାଥନ ର ତେୟାଳିଶ (୪୩) ଦିନରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବି ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିର କୁ ବାଗବାଡି ସରପଞ୍ଚ ସୁଷମା ଭୋଇ, ବରପାଲି ଜେ ଜୋନ-୧ ର ଜିଲ୍ଲା ପରିଷଦ ଶ୍ରୀ ଗୋବିନ୍ଦ ସାହୁ, ଶ୍ରୀ ମୁକେଶ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଇ ଫିତା କାଟି ଶିବିରର ଶୁଭାରମ୍ଭ କରିଥିଲେ ।ଏହି ଶିବିର ରୁ ସର୍ବମୋଟ ୩୨ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ବାରା ସଂଗୃହୀତ ହୋଇଥିଲା I ତିନି ଯୋଡା ଦମ୍ପତି ଙ୍କ ସମେତ ଅନେକ ରକ୍ତଦାତା ଉତ୍ସାହ ର ସହିତ ରକ୍ତ ଦାନ କରିଥିଲେ। ଏହି ଶିବିର କୁ ପୁଟୁରୁପାଲି ଗ୍ରାମବାସୀ ଓ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ
ରାଜ୍ୟ
ନିଷ୍ଠା ପରିବାର ର ୫୧ଦିନିଆ ରେଡଡ୍ରପ ଅଲଟ୍ରା ମାରାଥନ ଜାରୀ, ପୁଟୁରୁପାଲି ଛକ ରେ ରକ୍ତଦାନ ଶିବିର ୩୨ୟୁନିଟ ରକ୍ତ ସଂଗୃହୀତ
- Hits: 4