(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା)ଖଲ୍ଲିକୋଟ: ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ବାଣିଆ ପଞ୍ଚାୟତ ର ସରପଞ୍ଚ , ସମିତି ସଭ୍ୟ ଓ ଅନ୍ୟାନ୍ୟ ସହଯୋଗୀ ମାନେ ସାମିଲ୍ ହେଲେ ବିଜେପି ଦଳରେ । ଆଜିର ଏ ମିଶ୍ରଣ ପର୍ବ ସ୍ଥାନୀୟ ଖଲ୍ଲିକୋଟ ବିଜେପି ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ବାସଭବନ ରେ ଅନୁଷ୍ଠିତ ହୋଇଥିଲା ବେଳେ, ଏନ୍ ଶବରପଲ୍ଲୀର ସନ୍ତୋଷ ପ୍ରଧାନ, ଦଣ୍ଡପାଣି ପ୍ରଧାନ, ତ୍ରିନାଥ ପ୍ରଧାନ,ପି ଵାଦପଲୀ୍ ର ନାରାୟଣ ପ୍ରଧାନ ରବିନ୍ଦ୍ର ପ୍ରଧାନ, ଦୁର୍ଯ୍ୟୋଧନ ପ୍ରଧାନ, ଆଗଲପୁର ର ଭରତ ବେହେରା, ପର୍ଶୁରାମ ପ୍ରଧାନ, କାଳୁ ପ୍ରଧାନ, ନୂଆଁପଲୀର ନାରାୟଣ ପ୍ରଧାନ,ମେଦୀପୁର ର ମାଳତୀ ପ୍ରଧାନ, ଦୁର୍ଯୋଧନ ପ୍ରଧାନ, ପ୍ରମିଳା ପ୍ରଧାନ, ଭୀମ ପ୍ରଧାନ, ଏନ୍ ଜଗନ୍ନାଥ ପୁର ର ରାଜୁ ଜାନୀ ଦେବରାଜ ଜାନୀ, ଖାରିଣି ପଡା ର ନରସିଂହ ପାତ୍ର,ବି,ପ୍ରକାଶ ପାତ୍ର, ଡମ୍ବରୁଧର ପାତ୍ର, ବାଣିଆ ଗ୍ରାମ୍ୟ କମିଟିର ସଭାପତି କୃଷ୍ଣଚନ୍ଦ୍ର ଗଉଡ ପ୍ରମୁଖ ବ୍ୟକ୍ତି ବିଶେଷ ମାନେ ମିଶ୍ରଣ ପର୍ବ ରେ ସାମିଲ ହେଲେ ବୋଲି ଜଣାପଡିଛି।
ଆଜିର ଏ ସମାରୋହରେ ଉପସ୍ଥିତ ଥିଲେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଅନୀଲ ପଣ୍ଡା, ଯଜ୍ଞନାରା଼ୟଣ ଦାସ, ମନୋଜ ସେଠୀ, ମନୋରଞ୍ଜନ ପ୍ରଧାନ, କାଳୁ ମହାରଣା, ଅରୁଣ କୁମାର ଖୁଣ୍ଟିଆ, ନିରଞ୍ଜନ ନାୟକ ପଦ୍ମ ସୁବୁଦ୍ଧି |
ରାଜ୍ୟ
ଵିଜେପିର ମିଶ୍ରଣ ପର୍ବ" ବିଜେଡି ଦଳ ତ୍ୟାଗ କରି ମିଶିଲେ ବିଜେପିର ସାମୁଖ୍ୟ ସ୍ରୋତ ରେ ।
- Hits: 3