ଖପ୍ରାଖୋଲ ବ୍ଲକ ରେ ବିକାଶିତ ଗାଁ, ବିକଶିତ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖପ୍ରାଖୋଲ ୦୫/୦୨(ହେମସାଗର ସାହୁ)ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ପରିସରରେ ରେ ବିକଶିତ ଗାଁ ବିକଶିତ ଓଡିଶା ବୁଧବାର ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମ ମୁଖ୍ୟଅତିଥି ଖପ୍ରାଖୋଲ ବ୍ଲକ ଅଧକ୍ଷା ନିରୁପମା ପଟେଲ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଏକାଉଣ୍ଟ ଅଫିସର ହରେକୃଷ୍ଣ ମେହେର ଉପସ୍ଥିତ ଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକ ପ୍ରତିନିଧି ପଦ୍ମସିଂ ବରିହା, ସାଂସଦ ପ୍ରତିନିଧି ସନ୍ତୋଷ ଭଇସାଲ, ବ୍ଲକ ଉପାଧକ୍ଷ ଶୁଖିରାମ ସାଣ୍ଢ, ଏବଂ ବ୍ଲକ ବିଭିନ୍ନ ପଂଚାୟତ ର ସରପଞ୍ଚ, ସମିତି ସଭ୍ୟ,ବ୍ଲକ କର୍ମଚାରୀ, କନିଷ୍ଟ ଯନ୍ତ୍ରୀ ସି ଆର ପି, ଏମ ବି କେ, ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମ କୁ ପରିବେଶ କର୍ମୀ ଅଭୟ ତ୍ରିପାଠୀ ପରିଚାଳନା କରିଥିଲେ I

0
0
0
s2sdefault