ହିଂସା ମୁକ୍ତ ସମାଜ ଗଠନ ଅଭିଯାନ ପାକ୍ଷିକ ର ଦ୍ଵିତୀୟ ଦିନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ନବରଙ୍ଗପୁର :ଅଶୋକ ସାହୁ, ଶାସକ ପ୍ରଶାସକ:  ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଲକ ଅନ୍ତର୍ଗତ ଜୟନ୍ତୀ ନଗର ଠାରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଏବଂ ୱାନ ଷ୍ଟପ ସେଣ୍ଟର୍ (ଶକ୍ତି ସମ୍ବଳ ) ମିଳିତ ଭାବରେ ୧୬ଦିନିଆ କାର୍ଯ୍ୟକ୍ରମ ର ଦ୍ଵିତୀୟ ଦିନରେ ଲିଙ୍ଗ ସମ୍ବେଦନଶୀଳ ଉପରେ ଆଲୋଚନା କରାଯାଇଛି, ସମାଜ ରେ ଲିଙ୍ଗଗତ ବୈଶ୍ୟମତା କୁ କିପରି ଭାବରେ ଦୂର କରାଯାଇପାରିବ ଏ ନେଇ ମହିଳା ଙ୍କ ଉପରେ ହେଉଥିବା ହିଂସା କିପରି ଦୂରୀକରଣ ହୋଇପାରିବ ଆଲୋଚନା କରାଗଲା । ସଖୀ କେନ୍ଦ୍ର ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ କୁ କିପରି ଗ୍ରାମ ଗ୍ରାମ ରେ ସଚେତନତା କରିପାରିବା ଏହା ଉପରେ ଗୁରୁତ୍ୱ ଦିଆଯାଇଥିଲା ସଖୀ ୱାନ ଷ୍ଟପ ସେଣ୍ଟର କେଶ ୱାର୍କର ଜସ୍ମିନ ସିଂ ଉପସ୍ଥିତ ଥିବା ସମସ୍ତ ଅଙ୍ଗନବାଡି, ଆଶା, ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟ ମାନଙ୍କୁ ଏହି କାର୍ଯ୍ୟକ୍ରମ ବିସ୍ତାର ରୂପରେ ଆଲୋଚନା କରିଥିଲେ ପରିଶେଷରେ ମଲ୍ଟି ପୋରପଜ ୱାର୍କର ସ୍ଵର୍ଣ୍ଣଲତା ବାଘ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault