ବିଜେପୁର:ସୁଶାନ୍ତ ସାହୁ (ଶାସକ ପ୍ରଶାସକ )ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଗ୍ରାମ ରେ ଜଗନ୍ନାଥ ମନ୍ଦିର ଶମ୍ଭୁଖରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ମା କରମସାନୀ ପୂଜା ହୋଇଛି l ଗ୍ରାମର ଅନେକ ମହିଳା ଭକ୍ତ ପୂଜା ସ୍ଥାନକୁ ଆସି କରମସାନୀ ମାଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ l ଗଜାନନ ସାହୁ କର୍ତ୍ତା କାର୍ଯ୍ୟ ତୁଲାଇଥିବା ବେଳେ, ଗ୍ରାମର ନାରାୟଣ ପଧାନ, ଚୂଡ଼ାମଣି ସାହୁ, ଲାଲ ପଧାନ, ନିଶାମଣୀ ପଧାନ, ଚାପଧାରୀ ସାହୁ, ସୌକିଲାଲ ସାହୁ ଓ ଅନ୍ୟନ୍ୟା ଗ୍ରାମବାସି ସହଯୋଗ କରିଥିଲେ l କାଶୀପାଣି, ରେଙ୍ଗାଲି, ଓ ଚାରପାଲି ର ବାୟକ ଓ ଗାୟକ ଆସି ତାଙ୍କର କଲା ପରିବେଷଣ କରିଥିଲେ l ଗ୍ରାମର ଶତାଧିକ ଦର୍ଶକ ରାତ୍ରିସାରା କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ
ରାଜ୍ୟ
ତାଳପଦର ଗ୍ରାମ ରେ ମା କରମସାନୀ ପୂଜା
- Hits: 60