ହେଡଲାଇନସ୍:

ଉପଜିଲ୍ଲାପାଳ ଙ୍କୁ ଭେଟିଲେ ଆଶା ଓ ସତ୍କାର ର କର୍ମକର୍ତ୍ତା ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :- ଉପଜିଲ୍ଲାପାଳ ସୁଶ୍ରୀ ସ୍ନେହା ଅରଗୁଲା ଙ୍କୁ ପଦ୍ମପୁର ର ପୂରାତନ ଅନୁଷ୍ଠାନ ଆଶା ଓ ସତ୍କାର ର କର୍ମକର୍ତ୍ତାମାନେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟର ଉନ୍ନତିକରଣ ତଥା ଖାଲି ପଡିଥିବା ବିଭିନ୍ନ ପଦବୀଗୁଡ଼ିକ ପୂରଣ ସହିତ ଭିତ୍ତିଭୂମିର ସୁଦୃଢୀକରଣ ନିମନ୍ତେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।ଏହି ଦାବୀପତ୍ର ପ୍ରଦାନ ସମୟ ରେ ଅନୁଷ୍ଠାନ ର ସଭାପତି ସାମାଜିକ କର୍ମୀ ନିରୋଜ ଦୋରା, ଉପସଭାପତି ରାଧେଶ୍ୟାମ ବେହେରା ,ସଂପାଦକ ଅଜିତ ଶତପଥୀ ,ଅବିନାଶ ମିଶ୍ର, ଅଖିଳ କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault