ହେଡଲାଇନସ୍:

ଦଧିବାମନ ମହାବିଦ୍ୟାଳୟରେ "ସୁରଭି" କାର୍ଯ୍ୟକ୍ରମ ଅନୁଷ୍ଠିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଟଲି :- ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁଙ୍କ ତତ୍ତ୍ଵାବଧାନରେ ଦଧିବାମନ ମହାବିଦ୍ୟାଳୟ, ଭଟଲିରେ ଛାତ୍ରଛାତ୍ରୀଙ୍କ ପ୍ରତିଭାର ବିକାଶ ନିମନ୍ତେ "ସୁରଭି" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାକୁ ପରିଚାଳନା କରିଥିଲେ ଅଧ୍ୟାପିକା ଦୀପ୍ତିବାଳା ପଧାନ, ଅଧ୍ୟାପକ ଶମ୍ଭୁନାଥ ଠାକୁର ଓ ଅଧ୍ୟାପକ ଦୁର୍ଗାଶିଷ ପଟ୍ଟନାୟକ । ଆୟୋଜିତ ତର୍କ, ବକ୍ତୃତା, ପ୍ରବନ୍ଧ, ସଙ୍ଗୀତ, ଚିତ୍ରାଙ୍କନ, କୁଇଜ୍, ସୃଜନାତ୍ମକ ଲିଖନ ପ୍ରତିଯୋଗିତାରେ ବିଚାରକ ଭାବରେ ଦାୟିତ୍ୱ ବହନ‌ କରିଥିଲେ ଅଧ୍ୟାପକ ରାଧା ଗୋବିନ୍ଦ ଆଶିଷ ମହାନ୍ତି, ଅଧ୍ୟାପକ କୁମୁଦ ମାଝୀ, ଅଧ୍ୟାପକ‌ ସୁଜିତ ପୁରୋହିତ, ଅଧ୍ୟାପକ ସୁବ୍ରତ ଷଡ଼ଙ୍ଗୀ, ଅଧ୍ୟାପକ ଆଦିତ୍ୟ ସିଂ,ଅଧ୍ୟାପିକା ଜ୍ୟୋତି ତ୍ରିପାଠୀ, ଅଧ୍ୟାପିକା କିଶୋରୀ ପଧାନ, ଅଧ୍ୟାପିକା ରିମା ବାଗ୍, ଅଧ୍ୟାପିକା ନମିତା ଭୋଇ ।

0
0
0
s2sdefault