ହେଡଲାଇନସ୍:

ରଥଯାତ୍ରା ଅବସରରେ ମଣିପାଲ ହସ୍ପିଟାଲ ପକ୍ଷରୁ ଜନହିତକର କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଭୁବନେଶ୍ୱର ମଣିପାଲ ହସ୍ପିଟାଲ ରଥଯାତ୍ରା ଉତ୍ସବକୁ ଗ୍ରାଣ୍ଡଷ୍ଟାଇଲରେ ପାଳନ କରିଛି । ଏହି ଅବସରରେ ହସ୍ପିଟାଲ ପକ୍ଷରୁ କେତେକ ଜନହିତକର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଗୁଣ୍ଡିଚା ମନ୍ଦିର ଓ ସମୁଦ୍ର କୂଳ ନିକଟରେ ଦୁଇଟି ଚିକିତ୍ସା କେନ୍ଦ୍ର ତିଆରି କରାଯାଇଥିଲା । ଜରୁରୀକାଳୀନ ପରିସ୍ଥିତି ତଥା ଅନ୍ୟାନ୍ୟ ଚିକିତ୍ସା ସହାୟତା ସେବା ଯୋଗାଇଦେବା ପାଇଁ କର୍ମଚାରୀଙ୍କ ସହିତ ଡାକ୍ତର ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଏହାସହିତ ଏହି ଅବସରରେ ସର୍ବସାଧାରଣରେ ଟି-ସାର୍ଟ, କ୍ୟାପ୍ ଏବଂ ଛତା ମଧ୍ୟ ବଣ୍ଟନ କରାଯାଇଥିଲା ।

0
0
0
s2sdefault