ହେଡଲାଇନସ୍:

ନବୀନ ବାବୁଙ୍କ ଯୋଜନା ଦିଗହରା, ୟାଙ୍କୁ ଯଦି ଘର ନମିଳିଵ ତେବେ ମିଳିବ କାହାକୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ନୂଆପଡ଼ା /ପ୍ରିୟବ୍ରତ ପଣ୍ଡା ,ଖଇରା ପଂଚାୟତର ମୁଖ୍ୟାଳୟରେ ରହୁଥିବା ତେଜେସ୍ୱର୍ ଦୁରିଆ ପିତା ଭାରତ ଦୁରିଆ ରହୁଛନ୍ତି ଏକ ଜରାଜୀର୍ଣ୍ଣ ଘରେ |  ଘର ଟି ଭୁଶୁଡ଼ି ପଡ଼ିବା ଉପରେ । କିଛି ଭାଗ ଭୁଶୁଡ଼ି ପଡିବାରୁ ଅଳ୍ପକେ ବଂଚିଲେ ପରିବାର ବର୍ଗେ ।ଏବେ ଵି ସରକାରଙ୍କ ଇନ୍ଦିରା ଆବାସ ଯୋଜନାରେ ମିଳୁଥିବା ଘର ସ୍ବପ୍ନ ହୋଇ ରହିଛି । ସମାଜସେବୀ ବେଣୁଧର ଜଗତ ସରପଞ୍ଚଙ୍କୁ ଯୋଗାଯୋଗ କରୁଛନ୍ତି ଏବଂ ବ୍ଲକ ସ୍ତରର କର୍ମଚାରୀଙ୍କ ଧ୍ୟାନ ଆକର୍ଷିତ କରି ଏହି ଗରିବ ବ୍ୟକ୍ତିଙ୍କୁ ଘର ଯୋଗାଇ ଦେବାକୁ ଅନୁରୋଧ କରିବେ ବୋଲି କହିଛନ୍ତି ।

0
0
0
s2sdefault