ବରଗଡ଼ : ବରଗଡ଼ ଜିଲ୍ଲା ପାଇକମାଳ ପରିସରରେ ବ୍ଲକ୍ ସ୍ତରିୟ ପଞ୍ଚାୟତରାଜ ଦିବସ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ସମାରୋହରେ ପାଳିତ ହୋଇଯାଇଛି । ପାଇକମାଳ ବିଡିଓ ପ୍ରଫୁଲ କୁମାର ଓଦୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯକ୍ରମ ରେ ମୂଖ୍ୟ ଅତିଥି ଭାବେ ପାଇକମାଳ ବ୍ଲକ୍ ଅଧ୍ୟକ୍ଷ ଭାବନା ସିଂ ଯୋଗ ଦେଇ ସର୍ବ ପ୍ରତଗମେ ବ୍ଲକ ପରିସରରେ କୀଚଗୀବୃକ୍ଷ ରୋପଣ ଜରିଥ8ଲେ । ଏହାପରେ ସମସ୍ତେ ବିଜୁ ବାବୁ ଙ୍କର ଫୋଟୋ ଇ ପୁଷ୍ପାଞ୍ଜଳି ଅର୍ପଣ ଜରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଏହି କାର୍ଯ୍ୟକ୍ରମ ଇ ସମ୍ମାନିତ ଅତିଥି ଭାବେ ଏବିଡିଓ ଦେବାଶିଶ ସେହ୍ନା, ସିଡିପିଓ ବାସନ୍ତି ପୃତୀ ଯୋଗ ଦେଇ ଥିଲେ । ବିପିଏମ ଇନ୍ଦ୍ରମଣୀ କୁମ୍ଭାର ସଭା ପରିଚାଳନା କରିଥିଲେ । ଏଥିରେ ପାଇକମାଳ ର ବିଭିନ୍ନ ବିଦ୍ୟାଳୟର ଛାତ୍ରୀମାନେ ଯୋଗ ଦେଇ ବିଭିନ୍ନ ସାଂସ୍କୃତିକ କାଯ୍ୟକ୍ରମ ପରିବେଷଣ କରି ଥିଲେ । କିର୍ତ୍ତନପାଟି ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନା ଉପରେ କିର୍ତ୍ତନ ମାଧ୍ୟମରେ ପରିବେଷଣ କରିଥିଲେ । ଏହି ଅବସର ରେ ପାଇକମାଳ ୫ ବିଣା ସାହୁ ନମ୍ବର ଅଙ୍ଗନବାଡି ଭାବେ ବିବେଚିତ ହୋଇ ସରକାର ତରଫରୁ ୧୫ହଜାର ଟଙ୍କାର ଚେକ ଦେଇ ପୁରସ୍କୃାର କରାଯାଇଥିଲେ ।
ରାଜ୍ୟ
ବୃକ୍ଷ ରୋପଣ କରି ପାପଞ୍ଚାୟତରାଜ ଦିବସ କାର୍ଯ୍ୟକ୍ରମର ଶୁଭାରମ୍ଭ
- Hits: 173







