ହେଡଲାଇନସ୍:

ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଦୁଇଦିନିଆ ଅନ୍ତର୍ଜାତୀୟ କର୍ମଶାଳା ଅନୁଷ୍ଠିତ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଦୁଇଦିନିଆ ଅନ୍ତର୍ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଛି / ଶିକ୍ଷା ମନ୍ତ୍ରାଳୟ , ନୂଆଦିଲ୍ଲୀ ସ୍ଥିତ ଏ ଆଇ ସି ଟି ଇ ଏବଂ ଅମୃତ କାଳ ବିମର୍ଷ ବିକଶିତ ଭାରତ @୨୦୪୭ର ମିଳିତ ସହଯୋଗ ରେ ଆୟୋଜିତ ଏହି କର୍ମଶାଳାରେ ଆମେରିକାସ୍ଥିତ ନେସନାଲ ୟୁନିଭେର୍ସିଟି ସାନ ଦିଇଗୋ ର ପ୍ରଫେସର ତଥା ଏକ୍ସସ୍କିଲ୍ଳେନ୍ସ ର ସଭାପତି ତଥା ସି ଇ ଓ ଡ଼. ଏସ. ଆର .ସୁବ୍ରମାନ୍ୟ ଯୋଗଦେଇ ଯୁକ୍ତିଯୁକ୍ତ ଚିନ୍ତା ଏବଂ ସମସ୍ୟା ସମାଧାନ ବିଷୟରେ ପୁଙ୍ଖନୁପୁଙ୍ଖ ଭାବେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ / ଏହି କର୍ମଶାଳା ଦ୍ୱାରା ଛାତ୍ରଛାତ୍ରୀମାନେ ନିଜ ନିଜର ସମସ୍ୟା ସମାଧାନ ଦିଗରେ ସହାୟକ ହେବ ବୋଲି ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଡ଼ ଏନ .ଭି .ଜଗନ୍ନାଧା ରାଓ କହିଛନ୍ତି /

 

0
0
0
s2sdefault