ହେଡଲାଇନସ୍:

ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ, ଗୁଣପୁର ପକ୍ଷରୁ କଳା ଫିତା ପିନ୍ଧି ଆନ୍ଦୋଳନ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ପଦୋନ୍ନତି, ଦରମା ବୃଦ୍ଧି ଆଦି ଦାବୀ ନେଇ ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ, ଗୁଣପୁର ପକ୍ଷରୁ ରାଜସ୍ବ ନିରୀକ୍ଷକ, ରାଜସ୍ବ ସୁପର ଭାଇଜର, ଏ. ଆର୍.ଆଇ ମାନେ ତହସିଲଦାର ଗୁଣପୁରଙ୍କୁ ଆନ୍ଦୋଳନ ସମ୍ପର୍କରେ ଅବଗତ କରି ଆଜି ଠାରୁ କଳା ଫିତା ପିନ୍ଧି ଆନ୍ଦୋଳନ ଆରମ୍ଭ କରି ଛନ୍ତି। ଆଗାମୀ ଫେବୃଆରୀ ମାସ 5 ତାରିଖ ସୁଦ୍ଧା ସମାଧାନ ନ ହେଲେ, ଅନିର୍ଦ୍ଧିଷ୍ଟ କାଳ କଲମ ବନ୍ଦ ଆନ୍ଦୋଳନ କରାଯିବ ବୋଲି ଆନ୍ଦୋଳନକାରୀ ମାନେ ସୂଚନା ଦେଇଛନ୍ତି ।

0
0
0
s2sdefault