ଗାଇସିଲାଟ/ମନ ଡନସନା -ରଗଡ ଜିଲ୍ଲା ଗାଇସିଲାଟ ବ୍ଲକ ଅର୍ଷଗତ କେନ୍ଦୁଭଟା ଠାରେ ଚାଷୀମାନଙ୍କୁ ନେଇ ଅଣ ଧାନ ଚାଷ ର ଫସଳ ବିବିଧକରଣ ଉପରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷଠିତ ହୋଇଯାଇଛି । ରକ୍ତ ଚାଳିମରେ ସହକାରୀ ଜିଲ୍ଲା କୁଷୀ ଅଧିକାରୀ ବରଗତର ରବି ନାରାୟଣ ସେନାପତି . ଗାଇସିଲାଟ ସହକାରୀ କୁଷୀ ଅଧିକାରୀ ମଧୁସ୍ମିତା ମିଶ୍ର ଉପସ୍ଥିତ ଥିଲେ । ପ୍ରଥମେ ଦେବଦତ କ୍ଲବ ସଂପାଦକ କାହ୍ନୁ ଚରଣ ମାଝୀ ସମସ୍ତ ଙ୍କୁ ସ୍ବାଗତ ଜଣାଇବା ସହ କାର୍ଯକ୍ରମର ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ । ଡାଳିମ ଦାତା ଭାବେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଜ୍ୟ ସଙ୍ଗଠନ ର ଉପ ସଭାପତି ସିଦ୍ଧେଶ୍ବର ମିଶ୍ର ଉପସ୍ଥିତ ରହି ଚାଷୀମାନଙ୍କ ଧାନରୁ ଅଣ ଧାନ ଚାଷ କରିବା ଓ ଏହାର ପ୍ରଣାଲୀ ଉପରେ ତାଳିମ ପ୍ରଦାନ କରିଥିଲେ ।ଏହା ସହ ମାଣ୍ଡିଆ, ଚିନାବାଦାମ, କପା, ମକା, ପନିପରିବା ଚାଷରେ ହେବାକୁ ଥିବା ଲାଭ ଉପରେ ଆଲୋଚନା କରିଥିଲେ । ଏଥିରେ ଜାମୁଟପାଲି, କେନ୍ଦୁଭଟା ହଲନକନାସି ଚଙ୍ଘରିଆ ଓ ବଇଦପାଲି ର ୫୦ ଜଣ ଚାଷୀ ଯୋଗ ଦେଇଥିଲେ । ଶେଷରେ ରମାକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ
ରାଜ୍ୟ
କେନ୍ଦୁଭଟାରେ ଫସଳ ବିବିଧିକରଣ ଉପରେ ତାଲିମ
- Hits: 195








