ହେଡଲାଇନସ୍:

ବିଭିନ୍ନ ପଞ୍ଚାୟତରେ ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା : ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକଙ୍କ ପ୍ରୟାସରେ ପୁରପଲ୍ଲୀ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହତ ପ୍ରୟାସ କ୍ରମେ ସମଗ୍ର ଗ୍ରାମାଞ୍ଚଳ ପରିବେଶ ଆଜି ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ଙ୍କ ପ୍ରେମରେ ଭାବବିହ୍ଵଳ ହୋଇପଡିଛି l ଏହି ଅବସରରେ ନିଶ୍ଚିନ୍ତକୋଇଲି ବ୍ଳକ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରୁଅଛି l ନିଶ୍ଚିନ୍ତକୋଇଲି ବ୍ଲକ ସୁରକପଡ଼ା ପଞ୍ଚାୟତରେ ବିଜେଡ଼ି ଜୋନ୍ ସଭାପତି ଜ୍ୟୋତିପ୍ରକାଶ ସାଇଁ ଓ ସରପଞ୍ଚ ମନୋଜ କୁମାର ମଲିକଙ୍କ ନେତୃତ୍ବରେ ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରିଛି । ଏହି କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ଭକ୍ତ ଯୋଗ ଦେଇ ପ୍ରତ୍ୟେକ ଘରୁ, ଅକ୍ଷତ,ଗୁଆ ଚାଉଳ, ସଂଗ୍ରହ କରିଛନ୍ତି । ଏଥିରେ ବ୍ଳକ ଅଧ୍ୟକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପଞ୍ଚାୟତ ସଭାପତି କୈଳାସ ସାଇଁ,  ସମିତିସଭ୍ୟା ଅନ୍ନପୂର୍ଣ୍ଣା ମଲିକଙ୍କ ସମେତ ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ । ସେହିପରି ଅସୁରେଶ୍ଵର ପଞ୍ଚାୟତରେ ସରପଞ୍ଚ ଗୌତମୀ ଦାସ, ସମିତିସଭ୍ୟା ହିମାଦ୍ରି ମିଶ୍ର, ଜିଲ୍ଲାପରିଷଦ ସଭ୍ୟା ଜସ୍ମିତା ସେଠୀ ଙ୍କ ପୌରହିତ୍ୟରେ ରଥ ପରିକ୍ରମା କରିଥିଲା ବେଳେ ଏଥିରେ ଅନନ୍ତ କୁମାର ଦାସ,ପୂର୍ଣ୍ଣାନନ୍ଦ ବେହେରା, ନିତ୍ୟାନନ୍ଦ ସେଠୀ,ମନୋଜ ବେହେରା,ଜୟନ୍ତ ସାହୁ, ସୁଶାନ୍ତ ପଲେଇ,ବସନ୍ତ ସାହୁ,ସୁଧାଂଶୁ ଦାସ, ରାଜୀବଲୋଚନ ବେହେରା ଙ୍କ ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ । ମଣିଜଙ୍ଗ ପଞ୍ଚାୟତରେ ସରପଞ୍ଚ ଶାରଦା ପ୍ରସାଦ ମହାନ୍ତିଙ୍କ ନେତୃତ୍ବରେ ଯଦୁନାଥ ନାୟକ, ପ୍ରିୟନାଥ ମହାନ୍ତି,ସୁବଳ ସାହୁ, ରଂଜନ ନାୟକ,ଗଣେଶ୍ଵର ସାହୁ, ପ୍ରତାପ ସାହୁ,ପ୍ରଭାତ ନାୟକ, ସରୋଜ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ସେହିପରି ଉତ୍ତରକୂଳ ପଞ୍ଚାୟତରେ ସଭାପତି ଦିଲ୍ଲୀପ କୁମାର ବିଶ୍ୱାଳଙ୍କ ନେତୃତ୍ବରେ ରଥ ପରିକ୍ରମା କରିଥିଲା ବେଳେ ଦୁର୍ଗାପ୍ରସାଦ ଦାସ, ସଂଗ୍ରାମ ସାହାଣୀ, କିଶୋର ସାହାଣୀ, ଅମରଜିତ୍ ବେହେରା, ଅଭୟ ସାହୁ, ରୂପକ ଦାସ,ବଳରାମ ସାହୁ, ଅନ୍ନଦା ମହାରଣା, ଭାସ୍କର ମହାରଣା, ଅକ୍ଷୟ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ନଗସପୁର ପଞ୍ଚାୟତରେ ସରପଞ୍ଚ ପୁଷ୍କଲତା ମଲିକଙ୍କ ନେତୃତ୍ବରେ ରଥ ପରିକ୍ରମା କରିଥିଲା ବେଳେ ପିଇଓ ବଳରାମ ମଲିକ, ଜିଆରଏସ ବିଭୁତିଭୁଷଣ ବାରିକ,ସମାଜସେବୀ ବିଜ୍ଞାନ ମଲିକ,ପଞ୍ଚାୟତ ସଭାପତି ପ୍ରଫୁଲ୍ଲ ଷଢଙ୍ଗୀ,ନାଏବ ସରପଞ୍ଚ ତସଓ୍ବାର ବେଗ,ସମିତିସଭ୍ୟ ଦେବେନ୍ଦ୍ର ବେହେରାଙ୍କ ସମେତ ସମସ୍ତ ଗ୍ରାମବାସୀ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ପାଳଦା ପଞ୍ଚାୟତରେ ସରପଞ୍ଚ ଚିନ୍ମୟୀ ବେହେରାଙ୍କ ନେତୃତ୍ବରେ ରଥ ପରିକ୍ରମା କରିଥିଲା ବେଳେ ସଭାନେତ୍ରୀ ନନ୍ଦିନୀ ନାୟକ,ପୂର୍ବତନ ସରପଞ୍ଚ ମିନକେତନ ସାଇଁ,ସମିତିସଭ୍ୟା ସୌଭାଗ୍ୟଲକ୍ଷ୍ମୀ ମଲିକ,ନାଏବ ସରପଞ୍ଚ ମୋନାଲିସା ମଲିକ,ପଞ୍ଚାୟତ ସଭାପତି ଗୀତାଞ୍ଜଳି ଦାସ,ଯୁବବିଜେଡ଼ି ସଭାପତି ତାରାକାନ୍ତ ମଲିକଙ୍କ ସମେତ ସମସ୍ତ ୱାର୍ଡ଼ ସଭ୍ୟ ସଭ୍ୟା ଏବଂ ଗ୍ରାମବାସୀ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ବାବୁଜଙ୍ଗ ପଞ୍ଚାୟତରେ ସରପଞ୍ଚ ମିଲନ ଭୂୟାଁ ଙ୍କ ନେତୃତ୍ବରେ ରଥ ପରିକ୍ରମା କରିଥିଲା ବେଳେ ସମସ୍ତ ଓ୍ବାର୍ଡ଼ ସଭ୍ୟ ସଭ୍ୟା ଏବଂ ଗ୍ରାମବାସୀ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ଉତ୍ତରକୂଳ ପଞ୍ଚାୟତରେ ପଞ୍ଚାୟତ ସଭାପତି ଦିଲ୍ଲୀପ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ରଥ ପରିକ୍ରମା କରିଥିଲା ବେଳେ ଦୁର୍ଗାପ୍ରସାଦ ଦାସ,ଛାତ୍ର ସଭାପତି ସଂଗ୍ରାମ ସାହାଣୀ,ସମିତିସଭ୍ୟ କିଶୋର ଚନ୍ଦ୍ର ସାହାଣୀ,ଓ୍ବାର୍ଡ଼ ସଭ୍ୟ ରୂପକ ଦାସ,ଅମରଜିତ ବେହେରା, ମନୋରଂଜନ ରଥ,ଅଭୟ ସାହୁ,ବଳରାମ ସାହୁ,ଅନ୍ନଦା ମହାରଣା,ଅକ୍ଷୟ ବେହେରା,ସୁରେନ୍ଦ୍ର ସାହୁ,ଦୁର୍ଗାପ୍ରସାଦ ଷଢଙ୍ଗୀ,ସୁଶୀଲ ରଂଜନ ବେହୁରାଙ୍କ ସମେତ ସମସ୍ତ ଓ୍ବାର୍ଡ଼ ସଭ୍ୟ ସଭ୍ୟା ଏବଂ ଗ୍ରାମବାସୀ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ସେହିପରି ନରେନ୍ଦ୍ରପୁର ପଞ୍ଚାୟତରେ ସରପଞ୍ଚ ନମିତା ରାୟଙ୍କ ନେତୃତ୍ବରେ ରଥ ପରିକ୍ରମା କରିଥିଲା ବେଳେ ସମିତିସଭ୍ୟ ପ୍ରଫୁଲ୍ଲ କୁମାର ସାହୁ,ଯୁବ ସମାଜସେବୀ ସନ୍ତୋଷ କୁମାର ସିଂ,ପୂର୍ବତନ ସରପଞ୍ଚ ଗଙ୍ଗାଧର ରାୟ,ପୂର୍ବତନ ସଭାପତି କେଶବ ଚନ୍ଦ୍ର ଲାଲ, ମହିଳା ଫେଡ଼େରେସନ ସଭାପତି ସତ୍ୟଭାମା ନାୟକ କ ସମେତ ସମସ୍ତ ଓ୍ବାର୍ଡ଼ ସଭ୍ୟ ସଭ୍ୟା ଏବଂ ଗ୍ରାମବାସୀ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ଜୟରାମପୁର ପଞ୍ଚାୟତରେ ସ୍ଵାତି ସୁଚରିତା ରାଉତଙ୍କ ନେତୃତ୍ୱରେ ରଥ ପରିକ୍ରମା କରିଥିଲା ବେଳେ ସମାଜସେବୀ ଉପେନ୍ଦ୍ର ନାୟକ, ପିଇଓ ଶ୍ରୀକାନ୍ତ ଧଳ,ସମିତିସଭ୍ୟ ଲକ୍ଷ୍ମୀପ୍ରିୟା ଦାସ,ଚକ୍ରଧର ଦାସ ଙ୍କ ସମେତ ସମସ୍ତ ୱାର୍ଡ଼ ସଭ୍ୟ ସଭ୍ୟା ଏବଂ ଗ୍ରାମବାସୀ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ଦାଉଦପୁର ପଞ୍ଚାୟତରେ ପୂର୍ବତନ ଜିଲ୍ଲାପରିଷଦ ହିମାଂଶୁ ଶେଖର ମହାନ୍ତିଙ୍କ ନେତୃତ୍ବରେ ରଥ ପରିକ୍ରମା କରିଥିଲା ବେଳେ ସରପ ଲଳିତେନନ୍ଦୁ ବିଶୋଇ, ସମିତିସଭ୍ୟ ଆଶିଷ ମହାନ୍ତି, ପୂର୍ବତନ ସରପଞ୍ଚ ଦିବାକର ସାହୁ, ଗୌରାଙ୍ଗ ଚରଣ ସାଇଁ ଙ୍କ ସମେତ ସମସ୍ତ ୱାର୍ଡ଼ ସଭ୍ୟ ସଭ୍ୟା ଏବଂ ଗ୍ରାମବାସୀ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ଜମରା ପଞ୍ଚାୟତରେ ସରପଞ୍ଚ ବନ୍ଦନାମୟୀ ତ୍ରିପାଠୀଙ୍କ ନେତୃତ୍ବରେ ରଥ ପରିକ୍ରମା କରିଥିଲା ବେଳେ ସମିତିସଭ୍ୟା ମେନକା ବଳ, ପଞ୍ଚାୟତ ସଭାପତି ସୁଦାମ ଚରଣ ବଳ, ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ଲେଙ୍କା,ସମାଜସେବୀ ଆଶୁତୋଷ ତ୍ରିପାଠୀ,କୃଷ୍ଣଚନ୍ଦ୍ର କାମଳା, ରତ୍ନାକର ବେହେରା ଙ୍କ ସମେତ ସମସ୍ତ ଓ୍ବାର୍ଡ଼ ସଭ୍ୟ ସଭ୍ୟା ଏବଂ ଗ୍ରାମବାସୀ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

0
0
0
s2sdefault