ହେଡଲାଇନସ୍:

ନୂଆ ବର୍ଷ ଅବସରରେ ବଜାଜ ଫାଇନାନ୍ସ ଲିମିଟେଡ୍ ଡିଜିଟାଲ ଫିକ୍ସଡ୍ ଜମା ୮.୮୫% ପର୍ଯ୍ୟନ୍ତ ବୃଦ୍ଧି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର:- ଦେଶର ଅନ୍ୟତମ ବ୍ୟହତ ଆର୍ଥିକ ସେବା ଗୋÂୀର ବଜାଜ ଫିନ୍ ସରଭ୍ର ଅଂଶ ବଜାଜ ଫାଇନାନ୍ସ ଲିମିଟେଡ ଏହାର ଆପ୍ ଏବଂ ୱେବ୍ସାଇଟ୍ ମାଧ୍ୟମରେ ବୁକ ହୋଇଥିବା ଜମା ଉପରେ ୮.୮୫% ପର୍ଯ୍ୟନ୍ତ ସ୍ୱତନ୍ତ୍ର ହାର ପ୍ରଦାନ କରି ଡିଜିଟାଲ ଫିକ୍ସଡ୍ ଡିପୋଜିଟ୍ (ଏଫ୍ଡି) ଆରମ୍ଭ କରିବାକୁ ଘୋଷଣା କରିଛି ।
ନୂତନ ବର୍ଷର ଆରମ୍ଭ ସହିତ, ଡିଜିଟାଲ ଫିକ୍ସଡ୍ ଡିପୋଜିଟ୍ (ଏଫ୍ଡି) ଗ୍ରାହକଙ୍କୁ ଡିଜିଟାଲ ବ୍ୟବହାର କରିବାକୁ ଉତ୍ସାହିତ କରି ଜମା ବୁକ କରିବାରେ ଡିଜିଟାଲ ମୋଡ୍ ସାହାଯ୍ୟରେ ସଚଂୟ ଅଭିଜ୍ଞତାକୁ ରୂପାନ୍ତରିତ କରୁଛି । ୨ ଜାନୁୟାରୀ ୨୦୨୪ ଠାରୁ ବଜାଜ ଫାଇନାନ୍ସ ବଜାଜ ଫିନ୍ ସରଭ୍ ଆପ୍ ଏବଂ ୱ୍ବେ୍ରେ ବୁକ୍ ହୋଇଥିବା ଫିକ୍ସ୍ଡ୍ ଡିପୋଜିଟ (ଏଫ୍ଡି) ପାଇଁ ୪୨ ମାସ କାର୍ଯ୍ୟକାଳ ପାଇଁ ବରିÂ ନାଗରିକମାନଙ୍କୁ ବାର୍ଷିକ ୮.୮୫% ପର୍ଯ୍ୟନ୍ତ ଅଫର୍ ଦେଉଛି । ୬୦ ବର୍ଷରୁ କମ୍ ଜମାକାରୀମାନେ ବାର୍ଷିକ ୮.୬୦ ପ୍ରତିଶତ ପର୍ଯ୍ୟନ୍ତ ରୋଜଗାର କରିପାରିବେ । ସଂଶୋଧିତ ହାରଗୁଡିକ ୪୨ ମାସର କାର୍ଯ୍ୟକାଳ ପାଇଁ ୫ କୋଟି ଟଙ୍କା ପର୍ଯ୍ୟନ୍ତ ପରିପକ୍ୱ ଗମା ନବୀକରଣ ଉପରେ ପ୍ରଯୁଜ୍ୟ ହେବ ।
ବଜାଜ ଫାଇନାନ୍ସର ଫିକ୍ସଡ୍ ଡିପୋଜିଟ ଆଣ୍ଡ୍ ଇନଭେଷ୍ଟମେନ୍ଟ ମୁଖ୍ୟ ସଚିନ୍ ସିକ୍କା କହିଥିଲେ, “ଆମର ସରଳ ପ୍ରକ୍ରିୟା, ଆକର୍ଷଣୀୟ ସୁଧ ହାର ଏବଂ ଗ୍ରାହକ-ଅନୁକୂଳ ନୀତି ବଜାଜ ଫାଇନାନ୍ସ ଫିକ୍ସଡ୍ ଡିପୋଜିଟ (ଏଫ୍ଡି) ସହିତ ଗ୍ରାହକଙ୍କ ଅଭିଜ୍ଞତୀକୁ ବ୍ୟାଖ୍ୟା କରେ । ୨ ବର୍ଷରେ ଆମର ଜମା ବହିତ ୨ ଗୁଣ ବୃଦ୍ଧି ମଧ୍ୟ ବିଶ୍ୱାସନୀୟ ଗ୍ରାହକଙ୍କ ପାଇଁ ବଜାଜ ବ୍ରାଣ୍ଡର ଏକ ପ୍ରମାଣ ଅଟେ । ଆମର ଫିକ୍ସଡ୍ ଡିପୋଜିଟ (ଏଫ୍ଡି) ଗୁଡିକ ବର୍ତମାନ ଜମାକାରୀଙ୍କୁ ଡିଜିଟାଲ କୁ ପ୍ରଥମେ ଭାବିବାକୁ ଉତ୍ସାହିତ କରେ । ଏହା ଏକ ସରଳ ଏଣ୍ଡ୍-ଟୁ -ଏଣ୍ଡ୍ ଡିଜିଟାଲ ଯାତ୍ରା ଭାବେ ନିର୍ମିତ ହୋଇଛି ଯାହାକି ଅଧିକ ସୁଧ ହାର ସହିତ ବଜାଜ ଫିନ୍ ସରଭ୍ ଆପ୍ ଏବଂ ୱେବରେ ଉପଲବ୍ଧ । ଏହା ଡିଜିଟାଲ ଯୁଗରେ ଏଫ୍ଡି ଖୋଲିବା ଅଭିଜ୍ଞତାକୁ ଆଣିଥାଏ ।”

0
0
0
s2sdefault