ହେଡଲାଇନସ୍:

ମାଟିପକା ସୋସାଇଟି ର ଧାନମଣ୍ଡି ଉଦ୍ ଘାଟନ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର - ବାସୁଦେବପୁର ବ୍ଲକ ଅନ୍ତର୍ଗତ ମାଟି ପକା ସେବା ସମବାୟ ସମିତି ରେ ଧାନ ମଣ୍ଡି ର ଶୁଭ ଉଦ୍ ଘାଟନ ହୋଇ ଯାଇଛି। ସମବାୟ ସମିତି ର ସଭାପତି ନିତ୍ୟାନନ୍ଦ ବାରିକ୍ ଓ ସରପଂଚ ଜାନକୀ ବାରିକ୍, ସମ୍ପାଦକ ଧର୍ମେନ୍ଦ୍ର ଜେନା ଉପସ୍ଥିତ ରହି ଶୁଭ ଉଦ୍ ଘାଟନ କରିଥିଲେ। ଏହି ଅବସର ରେ ସମିତି ସଭ୍ୟ ସଂଧ୍ୟା ରାଣୀ ବାରିକ୍, ପୂର୍ବତନ ସରପଂଚ ବୁଦ୍ଧିରାମ ସେଠୀ, ପୂର୍ବତନ ସମିତି ସଭ୍ୟ ମୁକ୍ତିକାନ୍ତ ନାୟକ ଉପସ୍ଥିତ ଥିଲେ। ଏଥି ସହ ବୋର୍ଡ ସଦସ୍ୟ ୧୫ ଜଣ ମଧ୍ୟ ଉପସ୍ଥିତ ଥିଲେ।

0
0
0
s2sdefault