କଳାହାଣ୍ଡିରୁ ରୋହିତ କୁମାର ନାଏକ /ଶାସକ ପ୍ରଶାସକ :କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ "ସୋସିଆଲ ୱେଲଫେୟାର ଅର୍ଗାନାଇଜେସନ", କଳାହାଣ୍ଡି ପରିବାର କଳାହାଣ୍ଡି ଜିଲ୍ଲା ର ଏକ ଦାନ୍ତବ୍ୟ ସେବା ସଂସ୍ଥା। ଏହି ସଂସ୍ଥା ୨୦୧୮ ମସିହାରୁ ବିଭିନ୍ନ ସ୍ଥାନରେ ପଥଚାରୀ ଙ୍କୁ ଜଳଦାନ, ରକ୍ତଦାନ ଶିବିର, ଜରୁରୀ କାଳୀନ ସମୟରେ ରୋଗୀ କୁ ରକ୍ତ ଯୋଗାଇ ଦେବା, ଶବଦାହ, ବେସାହାରା ଲୋକମାନଙ୍କୁ ବସ୍ତ୍ରଦାନ , ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ସଫେଇ ଅଭିଯାନ, ସଚେତନତା ଅଭିଯାନ ପରି ବିଭିନ୍ନ ସେବାମୂଳକ କାର୍ଯ୍ୟ କରି ଆସୁଛି। ସେହି କ୍ରମରେ ସଂସ୍ଥା ପକ୍ଷରୁ ମ ରାମପୁର ବକ୍ଳ ର ଉର୍ଲା ଦାନୀ ପଞ୍ଚାୟତ ର ଦୁର୍ଗମ ଅଞ୍ଚଳ ସଡ଼ଙ୍ଗପଦର ଓ ମୁସୁରୁଗ ଏବଂ ପେଜେରାଣୀ ଆଶ୍ରମକୁ ଯାଇ 80 ଜଣ ଅସହାୟ ଗରିବ ବୃଦ୍ଧ ପିତାମାତାମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। "ସୋସିଆଲ ୱେଲଫେୟାର ଅର୍ଗାନାଇଜେସନ", କଳାହାଣ୍ଡି ପରିବାର ର ମହିଳା ସଭାନେତ୍ରୀ ସଭାପତି ଓ ରକ୍ଷା ପାଇବା ପାଇଁ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା ।ଜଣେ ଆଶା କମି ହେଇକି ବି ନିଜ କାମରେ କେବେବି ଅଭହେଲା କରି ନାହିଁ ସେବା ହେଉଛି ମୋର ନିଶା ଲୋକଙ୍କ ସେବା ନିଜ ଜୀବନ ଥିବା ଯାଏ କରିବି କହିଥିଲେ ଏବଂ ମୋ ଆଶା ଜିଲ୍ଲା ସଭାପତି ବି ଅଛି ଏବଂ ଅର୍ଗାନେଯେସନ୍ର ବି ମହିଲା ସଭାନେତ୍ରୀ ଅଛି କହିଥିଲେ ଏବଂ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଥିଲେ
ରାଜ୍ୟ
ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ "ସୋସିଆଲ ୱେଲଫେୟାର ଅର୍ଗାନାଇଜେସନ" କଳାହାଣ୍ଡି ପରିବାର ତରଫରୁ କମ୍ବଳ ବଣ୍ଟନ
- Hits: 405








