ହେଡଲାଇନସ୍:

ବିଜେପି ଜିଲ୍ଲା ସଭାପତିଙ୍କ ନାମ ତାଲିକା ଘୋଷଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ତା.୦୬/୧୧ : ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାଜ୍ୟର ୩୬ଟି ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି ।
ଜିଲ୍ଲା ସଭାପତି: ଅନୁଗୁଳ – ଦିଲେଶ୍ୱର ପ୍ରଧାନ, ବାଲେଶ୍ୱର - ଉମାକାନ୍ତ ମହାପାତ୍ର, ବରଗଡ - ଅଶି୍ୱନୀ କୁମାର ଷଡଙ୍ଗୀ, ଭଦ୍ରକ - ହେମନ୍ତ ପାଢୀ, ଭୁବନେଶ୍ୱର – ବାବୁ ସିଂ, ବଲାଙ୍ଗୀର - ଶିବାଜୀ ମହାନ୍ତି, ବୌଦ୍ଧ - ବିପ୍ର ଚରଣ ମହାନ୍ତି, କଟକ ନଗର - ଲଲାଟେନ୍ଦୁ ବଡୁ, କଟକ ସଦର - ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା, ଦେବଗଡ - ଅରୁଣ କୁମାର ସାହୁ, ଢେଙ୍କାନାଳ - ନରେଶ ମହାପାତ୍ର, ଗଜପତି - ବିଧାୟକ କେ. ନାରାୟଣ ରାଓ, ଗଂଜାମ - ଡ.ସୁବାଷ ସାହୁ, ଘୁମୁସର - ଗୋକୁଳାନନ୍ଦ ମଲ୍ଲିକ, ଜଗତସିଂହପୁର - ସତ୍ୟବ୍ରତ ମହାପାତ୍ର, ଯାଜପୁର - ଗୌତମ ରାୟ, ଝାରସୁଗୁଡା - ସୁନୀଲ ପଣ୍ଡା, କଳାହାଣ୍ଡି - ଆର୍ତତ୍ରାଣ ମହାପାତ୍ର, କନ୍ଧମାଳ - ଜଗନ୍ନାଥ ସାହୁ, କେନ୍ଦ୍ରାପଡା - କିଶୋର ପଣ୍ଡା, କେନ୍ଦୁଝର - ଅଂଶୁମାନ ସବୁଜ ମହନ୍ତ ବର୍ମା, ଖୋର୍ଦ୍ଧା - ରଶ୍ମି ରଂଜନ ମହାପାତ୍ର, କୋରାପୁଟ - ସୁମନ୍ତ ପ୍ରଧାନ, ମାଲକାନଗିରି - ନିମାଇ ପାଲ୍‌, ରାଇରଙ୍ଗପୁର - କୃପାସିନ୍ଧୁ ମହନ୍ତ, ବାରିପଦା- ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, ନବରଙ୍ଗପୁର - ଜଗଦୀଶ ବିଶୋଇ, ନୟାଗଡ -ତାପସ ରଞ୍ଜନ ମାର୍ଥା, ନୂଆପଡା - ସୁବ୍ରତ ଠାକୁର, ପୁରୀ - ଆଶ୍ରିତ ପଟ୍ଟନାୟକ, ରାୟଗଡା - ଶିବ ପଟ୍ଟନାୟକ, ସମ୍ବଲପୁର - ଗିରିଶ ପଟେଲ, ସୁବର୍ଣ୍ଣପୁର - ପ୍ରମୋଦ ମହାପାତ୍ର, ସୁନ୍ଦରଗଡ - ବିଧାୟକ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ(ବଣାଇ) - ଅନୀଲ ବାର୍ଲା, ସୁନ୍ଦରଗଡ (ପାନପୋଷ) - ଲତିକା ପଟ୍ଟନାୟକ ବୋଲି ପ୍ରେସ୍ ବାର୍ତା ଜରିଆରେ ଜଣାଇଛନ୍ତି ।

0
0
0
s2sdefault