ହେଡଲାଇନସ୍:

ତିର୍ତ୍ତୋଲ ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ତିର୍ତ୍ତୋଲ/ରମେଶ ମହାନ୍ତି : :ସୋମବାର ଠାରୁ ତିର୍ତ୍ତୋଲ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ୬ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ  ଆନ୍ଦୋଳନକୁ ଓହ୍ଲାଇଛନ୍ତି।ଗ୍ରେଡ୍ ପେ,ସଂଘ ପଞିକରଣ,ଠିକା କର୍ମଚାରୀଙ୍କ ଦରମା ବୃଦ୍ଧି ଓ ଭତ୍ତା ପ୍ରଦାନ ଆଦି ଦାବି ଗୁଡ଼ିକ ସରକାର ଯଥାଶୀଘ୍ର ପୁରଣ କରିବାକୁ ସେମାନେ ଦାବି କରିଛନ୍ତି।ଦାବୀ ପୂରଣ ନ ହେଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି।ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ଜରୁରି କାଳୀନ ସେବା ବାଧାପ୍ରାପ୍ତ ହୋଇଛି।ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

 

 

0
0
0
s2sdefault