ହେଡଲାଇନସ୍:

ବୁଡ଼ାମାଲ ରେ ନୂତନ ପାକ୍ସ୍ ଉଦଘାଟିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :-ବରଗଡ ଜିଲା ରାଜବୋଡ଼ାସମ୍ବର ବ୍ଳକ୍ ଅନ୍ତର୍ଗତ ବୁଡାମାଲରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ) ଉଦଘାଟିତ ହୋଇଛି l ବିଧାୟିକା ବର୍ଷା ସିଂ ବରିହା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ l ଏହି ଉଦଘାଟନୀ ଉତ୍ସବରେ ଦହିଗାଁ ପାକ୍ସ୍ ସଭାପତି ମହେଶ୍ବର ପୁରୀ, ସମ୍ପାଦକ ଠାକୁର ପାଣ୍ଡେ, ଜିଲା ପରିଷଦ ସଭ୍ୟ ସାବିତ୍ରୀ ଚାନ୍ଦ, ସରପଞ୍ଚ ନିରୁପମା ସେଠ, ସମେତ ସ୍ଵୟଂ ସହାୟକ ଗୋଷ୍ଠୀ ର ମା ମାନେ ଓ ଶତାଧିକ ଚାଷୀ ଭାଇମାନେ ଉପସ୍ଥିତ ଥିଲେ l

0
0
0
s2sdefault