ହେଡଲାଇନସ୍:

କୁମ୍ଭାର ସାହିରେ ବାଲ୍ ସଭା କାର୍ଯ୍ୟକ୍ରମ ---------------------------

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରବିବାର ବାଲ ମୁକୁନ୍ଦ ପ୍ରାଥମିକ ସଂସ୍କାର ଅନ୍ତର୍ଗତ "ବାଲ ସଭା" କାର୍ଯ୍ୟକ୍ରମ ସ୍ଥାନୀୟ କୁମ୍ଭାର ସାହି ସ୍ଥିତ ସୁନୀତା ଦିଦିଙ୍କ ବାସଗୃହରେ ଅନୁଷ୍ଟିତ ହୋଇଯାଇଛି ।
ଏଥିରେ କେନ୍ଦ୍ର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଯୋଗଦେଇ ଶିଶୁମାନଙ୍କୁ ଶ୍ରୀଜଗନ୍ନାଥ ସଂସ୍କୃତି ଓ ନୀତିଶିକ୍ଷା ପ୍ରଦାନ କରିଛନ୍ତି। ଶେଷରେ ଜଗତଗୁରୁ ଶ୍ରୀ କୃପାଳୁ ଜୀ ମହାରାଜଙ୍କ ସଦବାକ୍ୟ ପଠନ କରାଯାଇ ଭଲ ମଣିଷଟିଏ ହେବା ପାଇଁ ସମସ୍ତେ ନିଷ୍ପତି ନେଇଛନ୍ତି ।

0
0
0
s2sdefault