ଭୁବନେଶ୍ୱର :ବିଶିଷ୍ଟ ପଟ୍ଟଚିତ୍ର ଶିଳ୍ପୀ ତଥା ମହିଳା ଶିଳ୍ପଦ୍ୟୋଗୀ ଶ୍ରୀମତୀ କୃଷ୍ଣପ୍ରିୟା ଆଚାର୍ଯ୍ୟ ଆଜି ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ନିଜ ହସ୍ତନିର୍ମିତ ଏକ କଳାକୃତି ଭେଟି ଦେଇଛନ୍ତି ।
ରାଜ୍ୟ
ରାଜ୍ୟପାଳଙ୍କୁ ଭେଟିଲେ ପଟ୍ଟଚିତ୍ର ଶିଳ୍ପୀ କୃଷ୍ଣପ୍ରିୟା
- Hits: 318











