ହେଡଲାଇନସ୍:

ସମ୍ପର୍କୀୟଙ୍କ ଠାବ ପାଇଁ ନିମ୍ନ ହେଲ୍ପ ଲାଇନ ନମ୍ବରକୁ ଯୋଗାଯୋଗ କରନ୍ତୁ: ରେଳବାଇ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଓଡିଶା ରେଳ ଦୁର୍ଘଟଣାରେ ପ୍ରଭାବିତ ହୋଇଥିବା ଆପଣଙ୍କ ସମ୍ପର୍କୀୟଙ୍କୁ ଠାବ କରିବା ପାଇଁ ଦୟାକରି ନିମ୍ନ ହେଲ୍ପ ଲାଇନ ନମ୍ବରକୁ ଯୋଗାଯୋଗ କରିବା ସକାଶେ ପୂର୍ବତଟ ରେଳବାଇ ପକ୍ଷରୁ ଅନୁରୋଧ କରାଯାଇଛି |
ସେହି ନମ୍ବର ଗୁଡିକ ହେଲା ଭାରତୀୟ ରେଳବାଇ ହେଲ୍ପ ଲାଇନ ନମ୍ବର - 139 ଏବଂ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ହେଲ୍ପ ଲାଇନ ନମ୍ବର - 1800 345 006 / 1929 |

0
0
0
s2sdefault