ହେଡଲାଇନସ୍:

ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗଆକ୍ସନ ମୂଡ଼ରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର /ଅଶୋକ ସାହୁ: ଜିଲ୍ଲା ପରିଷଦ ବୈଠକରେ ପ୍ରବଳ ବାକବିତଣ୍ଡା ମଧ୍ୟରେ ଜିଲ୍ଲା ଅବକାରୀ ବିଭାଗ ହତବାନ୍ଧି ବସିଥିବା ଅଭିଯୋଗ ଆସିବା ପରେ ଜିଲ୍ଲପାଳ ଡାକ୍ତର କମଳଲୋଚନ ମିଶ୍ରଙ୍କ ତାଗିତ ଓ ଜିଲ୍ଲା ଅବକାରୀ ଅଧିକ୍ଷିକ ଶ୍ରୀ ଗଙ୍ଗା ପାଇକରାୟ ନିର୍ଦେଶକ୍ରମେ ବର୍ତମାନ ଜିଲ୍ଲା ଅବକାରୀ ବିଭାଗ ସଜାଗ ହୋଇ ଉଠିଛି | ଏହି କ୍ରମରେ ଉମରକୋଟ ଅବକାରୀ ବିଭାଗ ଦ୍ଵାରା ଉମରକୋଟ ଥାନା ଓ ବ୍ଲକର
ଧଡ୍ରା ଗ୍ରାମରେ ରହିଥିବା କେତେକ ପାନ ଦୋକାନ ତଥା ଡାବା ଗୁଡିକୁ ଅବକାରୀ କର୍ମଚାରୀଙ୍କ ଦ୍ବାରା ଚଡାଉ କରି 20,150 BL ବିୟର ଏବଂ 8 ଲିଟର ବିଦେଶୀ ମଦ ଜବତ କରିଥିଲେ | ଏଥିରେ ସଂପୃକ୍ତ ଥିବା ଦୋଷୀମାନଙ୍କୁଙ୍କୁ ଗିରଫ କରିଥିବା ଵିଷୟ ଉମରକୋଟ ଅବକାରୀ ଥାନା ଦ୍ବାରା ସୂଚନା ପ୍ରଦାନ କରାଯାଇଛି.

0
0
0
s2sdefault