ଭୁବନେଶ୍ୱର: କଟକ ପାରାଦ୍ୱୀପ ରେଳ ସେକ୍ସନରେ ପୋଲ ପୁନଃ ନିର୍ମାଣ (ବ୍ରିଜ ରିବିଲଡିଙ୍ଗ) କାର୍ଯ୍ୟ ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ତା 29.05.2023 ରିଖ (ସୋମବାର) ଦିନ ଦୁଇ ଯୋଡ଼ା ପାସେଞ୍ଜର ବିଶେଷ ଟ୍ରେନ (08407/08408 ଏବଂ 08445/08446) କୁ ବାତିଲ କରାଯାଇ ଅଛି l
ରାଜ୍ୟ
ଦୁଇ ଯୋଡ଼ା ପାସେଞ୍ଜର ବିଶେଷ ଟ୍ରେନ ବାତିଲ
- Hits: 243











